ତିର୍ତୋଲ ବ୍ଲକ ପରିଷର ରେ ମିଶନ ଶକ୍ତି ର ରୁଣ ମେଳା ଅନୁଷ୍ଠିତ

0 21

ଓଡିଶା ଜୀବିକା ମିଶନ ଶକ୍ତି ତରଫରୁ ତିର୍ତୋଲ ବ୍ଲକ ଠାରେ ରୁଣ ମେଳା ଅନୁଷ୍ଠିତ ହୋଇ ଯାଇଛି, ଏହି ମେଳାକୁ ତିର୍ତୋଲ ବିଡ଼ିଓ ଅଟଳ ବିହାରୀ ସ୍ୱାଇଁ ଆନୁଷ୍ଠାନିକ ଭାବେ ଦୀପ ଜାଳି ଶୁଭାରମ୍ଭ କରିଥିଲେ। ଏହି ସଭାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ୫୦ରୁ ଉର୍ଦ୍ଧ୍ବ ଗୃଫୁର ଶତାଧିକ ମହିଳା ଉପସ୍ଥିତ ଥିଲେ।
ମହିଳା ମିଶନ।ଶକ୍ତି ତରଫରୁ ଗ୍ରାମ୍ୟ ବ୍ୟଙ୍କ, ଇଣ୍ଡିଆନ ବ୍ୟଙ୍କ,ପି ଏନ ବ୍ୟାଙ୍କ ର ଶାଖା ପରିଚାଳକ ମାନେ ଉପସ୍ଥିତ ରହି ମିଶନ ଶକ୍ତି ଦ୍ବାରା ପ୍ରଦାନ ରୁଣରାଶି ର ସବିନିଯୋଗ କରି ରୁଣ ଫେରସ୍ଥ ଓ ସ୍ୱାବଲମ୍ବନ ର ଉପାୟ ମାନ ମହିଳା ସଭ୍ୟା ମାନଙ୍କୁ ଉଦାହରଣ ମାଧ୍ୟମରେ ବୁଝାଇ ଥିଲେ, ତିର୍ତୋଲ ବ୍ଲକ ବିଡ଼ିଓ ଶ୍ରୀ ଅଟଳ ବିହାରୀ ସ୍ୱାଇଁ, ସି ଡି ପି ଓ ନିବେଦିତା ବିଭୁତି ରାଏ ,ତିର୍ତୋଲ ବ୍ଲକ ଅଧଖ୍ୟା ସୁଜାତା ମହାନ୍ତି, ଆସିଷ୍ଟାଣ୍ଟ ଚେୟାରମ୍ୟାନ ଆସିଶି ସେଠି ପ୍ରମୁଖ ବକ୍ତାମାନେ ଏହି ମିଶନ ଶକ୍ତି ର ଲଖ୍ୟ ଓ ଉପକାରୀ ତା ଉପରେ ସାର ଗର୍ଭକ ଭାଷଣ ରଖି ଥିଲେ, ଶେଷରେ ବ୍ୟାଙ୍କ ତରଫରୁ ୧୦ରୁ ଉର୍ଦ୍ଧ୍ବ ଏସ ଏସ ଜି
ମହିଳା ମାନଙ୍କୁ ରୁଣ ଚେକେ ପ୍ରଦାନ କରା ଯାଇଥିଲା।

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.