ତିର୍ତୋଲ ରେ ବାମଫନ୍ଥି କଲେ ବନ୍ଦ ପାଳନ

0 8

ସ୍ଥାନୀୟ ଅଞ୍ଚଳରେ ପଡିଲାନି ବନ୍ଦର ପ୍ରଭାବ

କେନ୍ଦ୍ରିୟ କୃଷି ଆଇନି ଓ ବିଜୁଳି ଦର ପ୍ରତିବାଦରେ ବାମଫନ୍ଥି ଓ ଅନ୍ୟାନ୍ୟ ରାଜନୈତିକ ଦଳ ର ଭାରତ ବନ୍ଦ ମିଳିତ ଭାରତ ବନ୍ଦ ଡାକରା ଶାନ୍ତି ପୂର୍ଣ୍ଣ ଭାବେ କରାଯାଇଥିବା ବେଳେ ଏହାର ପ୍ରଭାବ କିନ୍ତୁ ଏଠାରେ ଫଳ ପ୍ରଦ ହୋଇ ନଥିବା ଦେଖାଯାଇଥିଲା l ବାମଫନ୍ଥି ନେତା ମାନେ ଶୋଭାଯାତ୍ରାରେ ଆସି ତିର୍ତୋଲ ବ୍ଲକ ମଧ୍ୟରେ ପସି ତିର୍ତୋଲ ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ହେଲେ ଏହି ଶୋଭାଯାତ୍ରା କାରିଙ୍କ ସହ ଅନ୍ୟ ସହଯୋଗୀ ମାନଙ୍କୁ ଦେଖି ବାକୁମିଳି
ନଥିଲା। ମୋଟା ମୋଟି ଭାଵେଦେଖି ବାକୁ ଗଲେ ଏଠାରେ ଗାଡିମଟର ଦୋକାନ ବଜାର ସ୍ୱଭାବିକ ରହିଥିଲା l

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ।ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.