ଦଣ୍ଡ ନୃତ୍ୟ ରାଣୀ : ଚୁନି ବର୍ଗତୀ ସମ୍ମାନିତ

0 12

ବୌଦ୍ଧ ଜିଲ୍ଳା ପ୍ରଶାସନ,ପୋଲିସ ପ୍ରଶାସନ ଓ ପରିବହନ ବିଭାଗ ତରଫରୁ ଚାଲେଞ୍ଜ ମହିଳା ଦଣ୍ଡ ନୃତ୍ୟର ରାଣି (ରାଧା )ଚୁନି ବର୍ଗତିକୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଉପଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର ସଂମ୍ମାନିତ କରିଥିଲେ l ଆଗାମୀ ଦିନରେ ଚୁନି ବର୍ଗତି ଦଣ୍ଡ ରନ୍ତ ରେ ସମ୍ମାନିତ କରାଯିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦେଇଛନ୍ତି ।ଏଥିରେ ଟ୍ରଫିକ ସଚେତନତା ସଂଯୋଜକ ପଦ୍ମଲୋଚନ ଭୋସାଗର ସହଯୋଗ କରିଥିଲେ l

ବୌଦ୍ଧ ଜିଲ୍ଳା ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.