ଦର ବୃଦ୍ଧି ପ୍ରତିବାଦ ରେ ବିଜେଡି ର ଆନ୍ଦୋଳନ

0 10

କେନ୍ଦୁଝର ଜିଲ୍ଲା ର ଘଟଗାଁ ଓ ଘସିପୁରା ବ୍ଲକ ଠାରେ ବିଜେଡି ପକ୍ଷରୁ କେନ୍ଦ୍ର ସରକାର ବିରୁଦ୍ଧରେ ଏକ ରାଲି ହୋଇଅଛି l ଘଟଗାଁ ଠାରେ ଦେବାଶିଷ ପାତ୍ର ଓ ଘସିପୁରା ଠାରେ ବିଧାୟକ ବଦ୍ରି ପାତ୍ର ଏହାର ନେତୃତ୍ୱ ନେଇଥିଲେ l

ଏହି ଆନ୍ଦୋଳନ ରେ ସ୍ଥାନୀୟ ବିଭିନ୍ନ ବିଜେଡି କର୍ମୀ ମାନେ ଯୋଗ ଦେଇଥିଲେ ଓ ଅହେତୁକ ଦର ବୃଦ୍ଧି ପ୍ରତିବାଦ ରେ ବିଭିନ୍ନ କେନ୍ଦ୍ର ସରକାର ବିରୁଦ୍ଧରେ ସ୍ଲୋଗାନ ମାନ ଦେଉଥିବା ର ଦେଖାଯାଇଥିଲା l

କେନ୍ଦୁଝର ରୁ ଶିବ ରଞ୍ଜନ ଦେ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.