ଦାଣ୍ଡ ପାଣିକୁ ଭାଣ୍ଡରେ ପୁରାଇସୁଲଭ ବଣ୍ଟନ କରୁଛି କୁଜଙ୍ଗବ୍ଲକ R W S S

0 42

ଜଗତସିଂହପୁର ଜିଲ୍ଲା ରଘୁନାଥପୁର RWSS ଅଧିନ କୁଜଙ୍ଗ ବ୍ଲକ ରେ ଥିବା ପାନୀୟ ଜଳଯୋଗାଣ ପ୍ରକଳ୍ପ ପାନୀୟ ଜଳଯୋଗାଣ କୁ ଦେଖଲେ ଆମ ନ୍ୟବର ମୁଖ୍ୟମନ୍ତ୍ରୀ ବି ତୋବା ହୋଇ ଯିବେ, ସେ କରିଥିବା ଘରଘରକୁ ବିଶୁଦ୍ଧ ଜଳ ଜୋଗାଣ ଜୋଜନା କିପରି ଯଯନ୍ତ୍ରୀ ମାନେ ପରିଚାଳନା କରୁଛନ୍ତି ତାହାର ନଗ୍ନ
ଉଦାହରଣ ଦେଖି ଵାକୁ ମିଳିଛି କୁଜଙ୍ଗ ବ୍ଲକ ର ବଣିତୋ ଗ୍ରାମ ପଞ୍ଚାୟତ ରେ, ଏହି ପଞ୍ଚାୟତ ଟି ତିର୍ତୋଲ ଥାନା ଓ କୁଜଙ୍ଗ ବ୍ଲକ ଅଧିନ,୨୦୧୭/୧୮ ରେ ଏହି ଗ୍ରାମରେ ଦୁଇ କୋଟି ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯାଇ ବସୁଧା ଜୋଯନାରେ ହାଇ ଲେବୁଲୁ ପାଣି ଟାଙ୍କି ଓ ଭୂତଳ ପାଇପି ଲାଇନି ବିଛା ଯାଇ ୨୦୧୯/୨୦ରେ ଠିକାଦାର ସଂମ୍ପୃକ୍ତ ଠିକାଦାର ବିଭାଗକୁ ହସ୍ତାନ୍ତର କରି ଦେଇଥିଲେ ମାତ୍ର ଦୁଇ ମାସ ପରେ ଭୂତଳ ପାଇପି ଲାଇନି ଫାଟି ଯନ୍ତ୍ରୀ ଠିକାଦାର ଙ୍କ ମଧୁଚନ୍ଦ୍ରିକା କୁ ପଦାରେ ପକାଇ ଥିଲା ଏଥିରେ ଗ୍ରାମ ବାସୀ ମାନେ ଖ୍ୟୁବ୍ଧ ହୋଇ ଜିଲ୍ଲା ପାଳଙ୍କୁ ଅଭିଯୋଗ କରିଥିଲେ। ଭିଭାଗିୟ ,ସହକାରୀ ଯନ୍ତ୍ରୀ ତରନ୍ତ ସେହି ଠିକାଦାର କୁ ଡାକି ମରାମତି କରାଇ ଥିଲେ ,ହେଲେ ଯଥାପୂର୍ବ ତଥା ପର ରେ ଆଜି ଜାଏ ଚାଲିଛି ସେହି ସମସ୍ୟା।

ବଣିତୋ ଗ୍ରାମର ର ସରପଞ୍ଚ ମଧ୍ୟ ସମାଧାନ କରିବା ଲାଗି RWSS ର ନିର୍ବାହୀ ଯନ୍ତ୍ରୀ ଠାରୁ ସହକାରୀ ଜନ୍ତ୍ରି କୁଂ ଅଭିଯୋଗ କରିଥିବା ଜଣାଇଛନ୍ତି ମାତ୍ର କିଛି ଶୁଣି ଲାପରି ରହିଯାଉଛି କୁଜଙ୍ଗ ଆର ଡବ୍ଲ୍ୟୁ ଏସ ଏସ ସହକାରୀ ଯନ୍ତ୍ରୀ କାର୍ଯ୍ୟାଳୟ, ବଣିତୋ ଗ୍ରାମରେ ପ୍ରତି ଦିନ ଦି ବେଳା ଜଳ ଜୋଗାଣ କରାଯିବା ସମୟରେ ଫଟା ସ୍ଥାନରୁ ଭୂସୃଭୂସୁ ପାଣି ବାହାରି ଥାଏ ଓ ପମ୍ପ ବନ୍ଦ ପରେ ବାରି ଦାଣ୍ଡରୁ ଆସୁଥିବା ନର୍ଦମା ପାଣି ସେହି ଫାଟରେ ପଶି ଫୁଲୁହୁଏ , ପୁଣି ପାଣି ଚାଲିଲେ ନର୍ଦମା ଓ ଭୂତଳ ବିଶୁଦ୍ଧ ଜଳ ଫେଣ୍ଟି ହୋଇ ଘରଘରକୁ ପାନୀୟ ଜଳରୂପେ ଯାଇଥାଏ ଫଳରେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି ଏହି ପାଣି ପିଇ, ଓ ଏହାର ସ୍ଥାଇ ସମାଧାନ ପାଇଁ ସରକାର ଙ୍କ ନିକଟରେ ଦାବି କରିଛନ୍ତି।

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.