ଦିନଉପାଧ୍ୟାୟ ଙ୍କ ଜୟନ୍ତୀ ପାଳିତ

0 3

ସୁବର୍ଣ୍ଣପୁର : ଦୟାଲ ଭାରତୀୟ ଜନତାପାଟି ହିରାକୁଦ ମଣ୍ଡଳ ତରଫରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ 105ତମ ଜନ୍ମ ଜୟନ୍ତି ଉପଲକ୍ଷେ VSS କଲୋନୀ ନିକଟସ୍ଥ ଶିସୁ ଉଦ୍ଦ୍ଯାନ ରେ ଥିବା ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପ୍ରତି ମୂର୍ତ୍ତି ଉପରେ ପୁଷ୍ପ ମାଲ୍ଯାର୍ପଣ କରାଗଲା ଏବଂ ଦୁର୍ଗା ମନ୍ଦିର ସ୍ଥିତ ଥିଦା ବି ଜେ ପି କାର୍ଯାଳୟରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତି ଉପଲକ୍ଷେ ହିରାକୁଦ ମଣ୍ଡଳ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅନୁପ କୁମାର ମିଶ୍ର ଙ୍କ ନେତୃତ୍ବ ରେ ଆୟୋଜନ କରାଯାଇ ଥିଲା , ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତି ଉପଲେକ୍ଷେ ଏକ ସାଧାରଣ ସଭାର ଆୟୋଜନ କରାଯାଇ ଥିଲା, ସେ ହିରାକୁଦ ମଣ୍ଡଳ ର ଉପସଭାପତି ସବିତା ହୋତା,ମହିଳା ମୋର୍ଚ୍ଚାର ସଭାପତି ସଂଯୁକ୍ତା ଆଚାର୍ଯ୍ଯ, ପ୍ରକାଶ ପାଲ, ତରୁଣ ବେହେରା,ସୁଧିର ମିଶ୍ର ବକୃତା ଦେଇଥିଲେ,କମଲା,ମାମି,ସେଫାଳୀ,ଅସ୍ମିନ ରାଉତ, ଚକ୍ର ସେଠି, କବି ଗୌଡ,ନାରାୟଣ ପଣ୍ଡା, ମଣ୍ଡଳ ସଭାପତି ମନୋଜ ସ୍ବାଇଁ ଓ ଅନ୍ଯ କାର୍ଯ୍ଯକର୍ତ୍ତା ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.