ଦୁଇଟି ଅକ୍ସିଜେନ କନସେନ୍ ଟ୍ରେଟର ଉଦ୍ଘାଟିତ

0 6

ରାଜ୍ୟରେ କୋରାନର ତୃତୀୟ ଲହରୀ ରେ ଦିନ କୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଏହାକୁ ଆଖି ଆଗରେ ରଖି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍ ଅନ୍ତର୍ଗତ ଶିର୍ଷା ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ରେ କରୋନା ରୋଗୀ ମାନଙ୍କ ର ଉପଯୁକ୍ତ ଚିକିତ୍ସା ପାଇଁ ସାରସକଣା ବିଧାୟକ ଶ୍ରୀ ଯୁକ୍ତ ବୁଢ଼ାନ୍ ମୁର୍ମୁ ଙ୍କ ଦ୍ବାରା ଦୁଇଟି ଅକ୍ସିଜେନ କନସେନ୍ ଟ୍ରେଟର କୁ ଉଦଘାଟନ କରିଛନ୍ତି | ଏତତ୍ ଦ୍ବାରା ରୋଗୀ ମାନଙ୍କ ର ସୁ ଚିକିତ୍ସା ହୋଇ ପାରିବ ବୋଲି ସାଧାରଣ ରେ ପ୍ରକାଶ ପାଇଛି ।

ମୟୁରଭଂଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.