ଦୁଇ ଦଶନ୍ଧି ଧରି ପ୍ରସାସନ କୁ ଗୁହାରି କରି ହତାସ

0 91

ସରକାରୀ ଯୋଜନା ରୁ ଘର ଖଣ୍ଡେ ପାଇବା ପାଇଁ ନିବେଦନ

ତିର୍ତୋଲ : ୨୦୨୨ସୁଧା ସମସ୍ତ ପରିବାର କୁ ପକାଘର ଯୋଗାଇଦେବା ପାଇଁ ସରକାର ଘୋଷଣା ଏମାନଙ୍କ ଲାଗି ଆକାଶ କଇଁଆ ଚିଲିକା ମାଛ,ପରି ମନେହୁଏ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ର ସାଇଲୋ ଜି ପି ର ଛୋଟି ବର ଗ୍ରାମର ଭାଗବତ ସାହୁ ବୃତ୍ତି ରେ ସମାଜ ସେବି, ଦୁଃଖ କଷ୍ଟ ରେ ଥିବା ଅନ୍ୟ ପରିବାର ପାଇଁ ରାତି ଦିନ ଲାଗି ପଡେ ,ଏଥିପାଇଁ ବି ଜିଲ୍ଲା ପ୍ରସାସନ ପାଖରୁ ଓ ସ୍ଥାନୀୟ ଅଞ୍ଚଳରୁ ପୁରସ୍କାର ପାଇଛନ୍ତି ମାତ୍ର ଆର୍ଥିକ ଅବସ୍ଥା ସ୍ୱଛଳ ନଥିବା ରୁ
ସରପଞ୍ଚ କୁ ହତଗୁଞା ନ ଦେଇପାରି ବାରୁ ଅଦ୍ୟାବଧି ହିତାଧିକାରୀଙ୍କ ତାଲିକା ରୁ ନା କଟି ଯାଉଛି ବୋଲି ଅଭିଯୋଗ କରିଛନ୍ତି।

ଘର ଖଣ୍ଡେ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ସରପଞ୍ଚ କୁଂକରିଛନ୍ତି ଆବେଦନ ଓ ନିବେଦନ ମାତ୍ର ଫଳ ଶୁନ,ମୂଖ୍ୟ ମନ୍ତ୍ରୀ କଂ ଗ୍ରିଭେନ୍କୁ କୁ ରେଜିଷ୍ଟ୍ରି ଡାକ ରେ ବି କରିଛନ୍ତି ଅଭିଯୋଗ ମାତ୍ର ଉତ୍ତର ମିଳିନି ଆଜିଯାଏ, ଶେଷରେ ଦୁଃଖ ବଖାଣି ଛନ୍ତି ମିଡ଼ିଆ ରେ କାଳେ ଭାଗିଂ ବ ପ୍ରସାସନର ନିଦ ଘରେ ରୋଗିଣା ପତ୍ନୀ ଉଠିବାକୁ ନାହିଁ ସଖ୍ୟମ ଅଷ୍ଟମ ଶ୍ରେଣୀରେ ପଢୁଥିବା ଝିଅ ସମ୍ଭାଳୂଛି ପରିବାର ର ଦୈନନ୍ଦିନ ର ବୋଝ ବାପା ଭାଗଵତ କୁଂ ସାରକାର ଘର ଖଣ୍ଡେ ଦେବା ପାଇଁ କରିଛି ଅନୁରୋଧ ମଧ୍ୟ।

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.