ନରସିଂହପୁର ବୁଣାକାରଙ୍କ ପାଇଁ ହସ୍ତ ତନ୍ତ ଓ ଉପକାରଣ ବିଧାୟକ ଙ୍କ ଦ୍ୱରା ୧୮୧ ଜଣ ବୁଣାକାର ବଣ୍ଟନ

0 2

କଟକ ଜିଲ୍ଲା ନରସିଂହପୁର ବ୍ଲକ ଅଞ୍ଚଳ ର ୪ ରଟିତନ୍ତୁ ବାୟ ସମିତି କୁନେଇ ଗଠିତ ଏକ ମାତ୍ର ହସ୍ତ ତନ୍ତ କ୍ଲଷ୍ଟର ର ବୁଣାକାର ମାନଙ୍କ ଅଭି ବୃଦ୍ଧିରେ ଉପଯୋଗୀ ବୋଲି ଶ୍ରୀ ମିଶ୍ର କହିଥିଲେ ନରସିଂହପୁର ଗାମିଲୋ ତନ୍ତୁ ବାୟ ସମିତି ସଂଲଗ୍ନ ପରିସରରେ ସମିତି ଗୁଡ଼ିକ ଅନ୍ତର୍ଗତ ବୁଣାକାର ମାନଙ୍କ ପାଇଁ ଏକ ସଭା ରେବୟନ ଶଳ୍ପ ଅଧିକାରି ଓ ବୟସୟିକଅଧିକାରୀ ମାନଙ୍କ ବକ୍ତବ୍ୟ ରେ କ୍ଳ ଷ୍ଟ ର ର ବୁଣାକାର ମାନଙ୍କ ପାଇଁ ଥିବା ଉଇଭିଂ ଟ୍ରେନିଂ ଡିଜାଇନ ଟ୍ରେନିଂ ଓ ଉତ୍ପାଦାନ ର ଉନ୍ନତି କାରଣ ସାମଗ୍ରୀ କ ଦିଗ ଉପରେ ଅବଗତ କରାଇ ଥିଲେ ଏହି କ୍ଲଷ୍ଟର ଉପଯୋଗୀ ବିକ୍ରି ବାଟା ଚଳିତ ବର୍ଷ ଦେଢ଼ କୋଟି ଓ ଆସନ୍ତା ବର୍ଷ ଦୁଇ କୋଟି ଟଙ୍କା ର ଲକ୍ଷ୍ୟ ନେଇ ବୁଣାକାର ପରିବାର ମାନେ ଆଗକୁ ଯିବାକୁ ଆହ୍ୱାନ ଦେଇ ଥିଲେ ନୂତନ ହସ୍ତ ତନ୍ତ ମୋଟର ଯୁକ୍ତ ଯାକଡ଼ ଡବି ବକିନି ଉଣ୍ଡିଙ୍ଗି ମେସିନି ଓ ଅନାନ୍ୟ ଯନ୍ତ୍ର ପତି ବଣ୍ଟନ କରାଯାଇ ଥିଲା ଏଥିରେ ଗାମିଲୋ ସାଗର ଅଢ଼େଇ ଗୁଣ୍ଡି କାନପୁର 4 ଯାକହସ୍ତ ତନ୍ତ ବୁଣାକାର ସମିତିର ସମ୍ପାଦକ ଓ ବୁଣାକାର ପ୍ରତିନିଧି ମାନେ ଭାଗ ନେଇ ଥିଲେ ଏଥିରେ ମୁଖ୍ୟ ଅତିଥିଭାବେ ବଡମ୍ବା ନରସିଂହପୁର ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ବ୍ଲକ ଚେୟାରମ୍ୟାନ ଶ୍ରୀ କିଶୋରମିଶ୍ର ଆଠଗଡ ଉପ ନରି୍ଦେଶକ ଶ୍ରୀଯୁକ୍ତ ଆଶୁତୋଷ ମହାନ୍ତି ରାଜ୍ୟ ବୁଣାକାର ସର୍ଭିସ ସେଣ୍ଟରର ର୍ନି୍ଦେଶକ ଶ୍ରୀଯୁକ୍ତ ନବନୀତି ସିଖାଵତଃ ଓ ଗାମିଲୋ ସମିତିର ସମ୍ପାଦକ ଶ୍ରୀ ଗ୍ୟୟରାଙ୍ଗ ସାହୁ ପ୍ରମୁଖ ବ୍ୟତବ୍ୟ ରଖିଥିଲି.

ବଡମ୍ବା ଇପିଏ ରୁ ତପନ କୁମାର ସେଠ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.