ନଳକୂପ ଖନନକୁ ନେଇ ଗ୍ରାମବାସୀଙ୍କ ବିରୋଧ

0 4

ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ର ଭଗବାନ ପୁର ଗାଁ ର ଶତାଧିକ ମହିଳା ଓ ପୁରୁଷ ପିଇବା ପାଣି ପାଇଁଁ ଦାବିକରି ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ। ଘଟଣାରୁ ପ୍ରକାଶ ଉକ୍ତ ଗାଁ ରେ ଗୋଟିଏ ସ୍ଥାନରେ କୋଡ଼ିଏ ରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି।

ପିଇବା ପାଣି ଟିକେ ପାଇବା ପାଇଁ ବହୁ ହନ୍ତ ସନ୍ତ ହେଉଛନ୍ତି। ଯେଉଁ ନଳ କୁପଟି ଅଛି ତାହା ପିଇବା ଉପଯୋଗୀ ନୁହେଁ। ଏଣୁ ଦୀର୍ଘ ଦିନ ହେବ ବାସୁଦେବ ପୁର ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନଥିବା ବେଳେ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇବା ପରେ ଯଥାଶୀଘ୍ର ଏହାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଲେ।

ଭଦ୍ରକ ଜିଲ୍ଲା ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.