ନାଗରିକ କମିଟି ପକ୍ଷରୁ ଗଣଧାରଣା

0 9

ସୁବର୍ଣ୍ଣପୁର : ବୌଦ୍ଧ ଜିଲ୍ଲା କୁ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନ ( RDC ) ରେ ସାମିଲ କରିବା ଏବଂ ବୌଦ୍ଧ ବିଜ୍ଞପିତ ଅଂଚଳକୁ ପୌର ପରିଷଦ ର ମାନ୍ୟତା ପ୍ରଦାନ କରିବା ଦାବିରେ ଆଜି ବୌଦ୍ଧ ନାଗରିକ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି l ଏହିଗଣଧାରଣା କୁ ବୌଦ୍ଧ ଜିଲ୍ଲା ପାଣ ଓ ଗଣ୍ଡା ସମାଜ ବିକାଶ ପରିଷଦ ସମ୍ପୂର୍ଣ୍ଣ ସମର୍ଥନ କରିଥିବା ଜଣାଯାଇଛି l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.