ଵୃଧ୍ୟ ବୃଧ୍ୟା ଓ ବିଧବା ,ଦିବ୍ୟାଗଂ ମାନଙ୍କୁ ଭତା କରାଇ ଦେବା କହିତିନି ବର୍ଷ ହେଲା ଠକି ଚାଲି ଥିବା ତିର୍ତୋଲ ପ୍ରଶାସନ ପଛରେ ରିଗିଂ ମାଷ୍ଟର ହୋଇଥିଲେ ବିଧାୟକ ବିଜୟ ଶଙ୍କର , ଅସଲ ଉଦ୍ଦେଶ୍ୟ ଥିଲା ପଞ୍ଚାୟତ ନିର୍ବାଚନ ପୂର୍ବ ରୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ସୁଚିନ୍ତିତ ଯୋଜନା କରିଥିଲେ ବିଧାୟକ ଓ ତିର୍ତୋଲ ପ୍ରଶାସନ। ଦୁଃଖ ଦୃଦଶା ରେ ଦିନ କାଟୁଥିବା ଭତା ହିତାଧିକାରୀଙ୍କ ଆଖିରୂ ପାଣି ମଲା ପରେ ସଞିବନି ଛିଞ୍ଚୁଛନ୍ତି ସରକାର ବୋଲି ନୂତନ ଭତା ପାଇଁ
ଆସି ଥିବା ହିତାଧିକାରୀ ମାନେ ପ୍ରକାଶ କରି ଛନ୍ତି।
ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତୋଲ ବ୍ଲକ ରେ ବିଧାୟକ ବିଜୟ ଶଙ୍କର ଦାସ ନୂତନ ହିତାଧିକାରୀଙ୍କୁ ଭତା ବାଣ୍ଟିବା ବେଳେ ଏପରି କଥା ପଦାକୁ ଆସିଛି। ପଞ୍ଚାୟତ ନିର୍ବାଚନ ର ଅବ୍ୟବହୃତ ପୂର୍ବରୁ ଭୋଟର ହାତେଇବା ପାଇଁ ବିଜଡି ସରକାର ଏପରି ରଣନୀତି ଆପଣେଇଛି, ତିନି ବର୍ଷ ଏମାନଙ୍କୁ ଝୁଲାଇ ରଖାଯାଇଛି ବୋଲି ହିତାଧିକାରୀ ମାନେ କହିଛନ୍ତି l
ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )