ପଣ୍ଡୁଆ ପଞ୍ଚାୟତ ର ଅଢାଙ୍କୁର ଗ୍ରାମରେ ଗଜଲଖ୍ମୀ ପୂଜା।

0 55

ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ଅଢାଙ୍କୁର ଗ୍ରାମରେ ନିରାଢମ୍ବର ଭାବେ ଖୋଭିଡି ନିୟମ
ମାନି ଗଜଲଖ୍ମୀ ପୂଜା ଆୟୋଜନ କରାଯାଇଛି । ଗ୍ରାମବାସୀ ମାନେ ମା ଗଜଲଖ୍ମୀ କୁଂ ଯଥା ରିତା ନିତି
ରେ ପୂଜାର୍ଚନା କରିଛନ୍ତି।ଇତିଅଵସରେ ପାରାଦୀପ ନିର୍ବାଚନ ମଣ୍ଡଳୀ ର ଭାଜାପା ନେତା ସମ୍ପଦ
ସ୍ୱାଇଁ ପୂଜା ମଣ୍ଡପ କୁ ବୁଲିଆସି ମା ଙ୍କୁ ଦର୍ଶନ କରିଥିଲେ, ଏହି ଆୟୋଜନ ର ପୁରୋଧା ପୁରୁଷୋତମ ଓ ଗ୍ରାମବାସୀ ମାନେ ଆୟୋଜନ କରିଥିଲେ।

ତିର୍ତୋଲ ଇପିଏରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.