ପଦ୍ମଶ୍ରୀ ମୋହନ ନାୟକଙ୍କ ୩୮ ତମ ଶ୍ରାଦ୍ଧ ଦିବସ

0 6

ବ୍ରହ୍ମପୁର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦଳିତ ନେତା ତଥା ପୂର୍ବତନ ସାଂସଦ ଏବଂ ମନ୍ତ୍ରୀ ସ୍ୱଗତ ପୋଦ୍ମଶ୍ରୀ ମୋହନ ନାୟକ 38ତମ ଶ୍ରଦ୍ଧ ଦିବସ ପାଳିତ ହୋଇଯାଇଅଛି ଏହି ଅବସରରେ ସବରେଜିଷ୍ଟର ଛକ ଠାରେ ଥିବା ସ୍ୱର୍ଗତ ମୋହନ ନାୟକ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାପାର୍ଣ୍ଣ ସହ ପ୍ରଦୀପ ପ୍ରଜ୍ଵଳନ କରାଜିବାସହ ଧାନ ମେରାସା ହିଠାରେ ଥିବା ଗାନ୍ଧୀ ମଣ୍ଡପ ଠାରେ ଏକ ସାଧାରନ ସଭା ଅନୁଷ୍ଠିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମ ରେ ନବୀନ ପତ୍ରୀକାର ସମ୍ପାଦକ ରବି ରଥ, ଯୋଗଦେଇ ସ୍ଵର୍ଗତ ମୋହନ ନାୟକ ଦଳିତ ଓ ନିଷ୍ପେସିତ ଜନତାଙ୍କ ତ୍ରାଣକର୍ତ୍ତା ଏବଂ ଜଣେ, ତ୍ୟାଗୀ ପୁରୁଷ ଥିଲେ ତାଙ୍କ ଆଦଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ, ଏହି କାର୍ଯ୍ୟା କ୍ରମରେ ପୂର୍ବତନ କର୍ପୋରେଟର ଅନିଲ କୁମାର ନାୟକ, ସୁକାନ୍ତ ମୁଖି, ବାନାମ୍ବର ନାୟକ, ଚିନ୍ତାମନି ନାୟକ, ମନୋରଞ୍ଜନ ଲିମଇ, ରାଜେଶ ନାୟକ, ବିଶ୍ଵନାଥ ଘଡେଇ, ପ୍ରଭାକର ନାୟକ, ଜନାର୍ଦନ ଘଡେଇ, ବାବୁରାଓ ଘଡେଇ, ଓ ଫାଲଗୁନ ମାଧେଇ, ପ୍ରମୁଖ ଉପସ୍ଥିତ ରହି ସୃତିଚାରଣ କରିଥିଲେ

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.