ପାଣି ପାଇଁ ପାରାଦୀପ ବିଧାୟକ ଙ୍କୁ ଘେରିଲେ ଶତାଧିକ ମହିଳା

0 93

ତିର୍ତୋଲ :ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ର ପଣ୍ଡୁଆ ପଞ୍ଚାୟତ କୁ ଜିବା ବାଟରେ ଶତାଧିକ ମହିଳା ପାରାଦୀପ ବିଧାୟକ ଙ୍କ ବାଟ ଓଗାଳି ନିଜ ଅଭିଯୋଗ ଜଣାଇ ଥିଲେ, ଦିର୍ଘ ଦିନ ଧରି ପାଣି ନପାଇ ଏହି ପଞ୍ଚାୟତ ର ଅଢାଙ୍କୁର, ଗୌଡସାହିର ଗାଁ ର ଲୋକମାନେ ପିଇବା ପାଣି ପାଇଁ ବହୁ ଅସୁବିଧା ର ସମୄଖିନ ହୋଇ ଆସୁଛନ୍ତି।

ଏହାର ସ୍ଥାୟୀ ନିରାକରଣ ନହେଲେ ବାଟ ଛାଡିବୁନି ବୋଲି ଯିଦିରେ ଅଟଳ ଥିଲେ ,ବିଧାୟକ ସମ୍ବତି ରାଉତରାୟ ମହିଳା ମାନଙ୍କୁ ବୁଝାଇ ପ୍ରତିଶୃତି ଦେବା ପରେ ମହିଳା ମାନେ ବିଧାୟକ ଙ୍କୁ ଯିବାକୁ ଦେଇଥିଲେ।

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.