ପାରିବାରିକ କଳହ ରୁ ଅଭାବନୀୟ ଘଟଣା

0 24

ପାରିବାରିକ କଳହ କୁ କେନ୍ଦ୍ର କରି ପିପିଲି ଥାନା ଅନ୍ତର୍ଗତ ନିର୍ମଳା ଗ୍ରାମରେ ଅଭାବନୀୟ ଘଟଣା l ସ୍ଵାମୀ ର ଆତ୍ମହତ୍ୟା ପରେ ସ୍ତ୍ରୀ ନିଜ ତଣ୍ଟି କାଟିଲା l ମୃତକ ସ୍ଵାମୀ ଙ୍କ ନାମ ବ୍ରଜକିଶୋର ସାହୁ (୬୨ ) l ଗୁରୁତର ଅବସ୍ଥାରେ ପତ୍ନୀ ସାବିତ୍ରୀ ସାହୁ ଏବେ ଡାକ୍ତରଖାନାରେ ଭର୍ତି l ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା l ପିପିଲି ପୁଲିସ ଓ ସାତଶଙ୍ଖ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.