ପାଳିତ ହୋଇଯାଇଛି ୫୪ ତମ କୁମାର ଉତ୍ସବ

0 8

ପୁରୀ କୁମାର ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ତିନି ଦିନ ବ୍ଯାପି କୁମାର ପୁନେଇ ଜହ୍ନ ଗୋ କୁମାରୀ ମାନେ ପାଳନ କରିବା ଦେଖିବାକୁ ମିଳିଥିଲା । ଏହି ଉତ୍ସବରେ ଉଦ୍‌ଘାଟକ ଭାବେ ପଦ୍ମଶ୍ରୀ ଡଃ ହଳଧର ନାଗ, ମୂଖ୍ୟ ଅତିଥି ଡଃ ଅଶୋକ ମହାପାତ୍ର, ଉପ କୁଳପତି ଗୋଆ ବିଶ୍ଵ ବିଦ୍ୟାଳୟ, ମୂଖ୍ୟବକ୍ତା ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟ ସରକାରୀ ନ୍ଯାୟଜୀବୀ ବିଭୁପ୍ରସାଦ ତ୍ରିପାଠୀ ଏବଂ ସମ୍ମାନିୟ ଅତିଥି ଭାବେ ଶ୍ରୀଯୁକ୍ତ ଭଗବାନ ସୁଆର, ବରିଷ୍ଠ ସେବାୟତ ଶ୍ରୀମନ୍ଦିର ଯୋଗଦାନ କରିଥିଲେ ।ଉତ୍ସବରେ ସୁଭେଚ୍ଛା ଉଦଘାଟନ ସମୟରେ ଅତିଥି ମାନଙ୍କୁ ପୁଷ୍ପମାଳାରେ ସମ୍ମାନୀତ କରାଯାଇଥିଲା, ପାରମ୍ଭି କାର୍ଯ୍ୟରେ ପ୍ରଥମେ ସଂପାଦକୀୟ ବିବରଣୀ ଅନୁଷ୍ଠାନ ପକ୍ଷରୁ ପାଠ କରାଯାଇ ଅତିଥି ମାନଙ୍କ କୁମାର ଉତ୍ସବର ମାହାତ୍ମ୍ଯ ସଂପର୍କରେ ଆଲୋଚନା ହୋଇଥିଲା । ଶେଷରେ ଅନୁଷ୍ଠାନ ପକ୍ଷରୁ କୁମାରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟ କ୍ରମରେ ଶ୍ରୋତାଙ୍କୁ ଆନନ୍ଦିତ କରାଯାଇଥିଲା ।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.