ପିପିଲି ରେ ରାଜନୈତିକ ଅଶାନ୍ତି

0 4

ବିଜେପି ପତାକା ଚିରିବା ଓ ପ୍ରଚାର ଗାଡ଼ି କୁ ବାଡ଼େଇବା ଅଭିଯୋଗ ରେ ରାସ୍ତା ରୋକ କଲେ ବିଜେପି କର୍ମୀ । ପିପିଲି କଣ୍ଟି ବାରିମୂଳ ଛକ ରେ ପ୍ରଚାର ଗାଡି ଡ୍ରାଇଭର କୁ ବିଜେଡ଼ି କର୍ମୀ ବାଡ଼େଇବା ଅଭିଯୋଗ ରେ ପିପିଲି ଜଟଣୀ ରାସ୍ତା ଅବରୋଧ କରିଥିଲା ବିଜେପି କର୍ମୀ। ଘଟଣା ସ୍ଥଳରେ ପିପିଲି ପୋଲିସ ପହଞ୍ଚି ଅଭିଯୁକ୍ତ ଙ୍କୁ ଗିରଫ କରିବା ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା।
ସେପଟେ ଏ ନେଇ ପ୍ରତିକ୍ରିୟା ରଖିଛି ବିଜେପି, ବିଜେଡ଼ି ଏଭଳି ଆଚରଣ ଜାରି ରହିଲେ ପିପିଲି ଉପନିର୍ବାଚନ ରେ ବିଜେଡି କୌଣସି ପ୍ରଚାର ଗାଡି ପ୍ରଚାର କରି ପାରିବ ନାହିଁ l

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.