ପୁରୀ ଚନ୍ଦନ ପୁର ବଜାର ରେ ଦିନ ଦ୍ଵି ପ୍ରହର ରେ ଲୁଟ

0 27

ଜଣେ ବ୍ୟବସାୟୀଙ୍କ ଙ୍କ ଠାରୁ ୪ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ। ସୂଚନା ଅନୁଯାୟୀ ଚନ୍ଦନପୁର ଉଆ ସାହିର ସିମେଣ୍ଟ ବ୍ୟବସାୟୀ ଜୀବନ ସାମନ୍ତରାୟ ଆଜି ପୂର୍ବାହ୍ନରେ ବ୍ୟାଙ୍କ କୁ ୪ଲକ୍ଷ ଟଙ୍କା ଡିପୋଜିଟ ଯାଉଥିଲେ। ଏତିକି ବେଳେ ପୂର୍ବରୁ ତାଙ୍କୁ ପିଛା କରୁଥିବା ୨ ଦୁର୍ବୁତ୍ତ ବାଇକ ରେ ଜୀବନ ଙ୍କ ହାତରେ ଥିବା ବ୍ୟାଗ ଛଡାଇ ବାଇକ ଯୋଗେ ଫେରାର ହୋଇ ଯାଇ ଥିଲେ। ପରେ ଖବର ପାଇ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ପଷ୍ଟ ଦିବାଲୋକ ରେ ବ୍ୟବସାୟୀ ଙ୍କ ଠାରୁ ଲୁଟ ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ର ବାତାବରଣ ଖେଳାଇ ଦେଇଛି ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.