ପୁରୁଣାବଜାର ଥାନା ଅଞ୍ଚଳରେ ରାସ୍ତା କଡରେ ପଡ଼ିରହିଛି ମୃତ ଶରୀର, ପୋଲିସ ର ତଦନ୍ତ ଜାରି

0 7

ଭଦ୍ରକ ଜିଲ୍ଲା ର ମାଲପୁର ଅଞ୍ଚଳର ନବଘନ ସାହୁ ଯେ କି ଭଦ୍ରକ ମେବ ହୋଟେଲ ରେ ରୋଷେଇ ଭାବରେ କାମ କରନ୍ତି।ସେ ପ୍ରତେକ ଦିନ ଭଳି ରାତିରେ କାମ ସାରି ଘରକୁ ବାହାରି ଯାଆନ୍ତି ,ହେଲେ ଆଜି ସକାଳୁ ନାଥ ସାହି ପେଟ୍ରୋଲ ପମ୍ପ ନିକଟସ୍ଥ କିଛି ସ୍ଥାନିୟ ଯୁବକ ତାଙ୍କର ମର ଶରୀର ଭାସୁଥିବାର ଖବର ପୁରୁଣାବଜାର ପୋଲିସ କୁ ସୂଚନା ଦେଇ ଥିଲେ।ଖବର ପାଇ ପୁରୁଣା ବଜାର ପୋଲିସ ଘଟଣା ସ୍ଥଳରେ ଉପରେ ପହଁଞ୍ଚି ମରଶରୀର କୁ ଉଦ୍ଧାର କରିଛି । ପୋଷ୍ଟବଟମ ପାଇଁ ଭଦ୍ରକ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟକୁ ପଠାଇଛନ୍ତି , ଯାହା ଘଟଣା ସୂତ୍ର ରୁ ଜଣା ପଡ଼ିଛି ।

ଭଦ୍ରକ ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.