ପୂର୍ବ ତନ ମନ୍ତ୍ରୀ ସ୍ୱର୍ଗତ ପ୍ରତାପ ଚନ୍ଦ୍ର ମହାନ୍ତି ଙ୍କ ଜନ୍ମ ଶତବାର୍ଷିକୀ ପାଳିତ

0 28

ଜଗତସିଂହପୁର ଜିଲ୍ଲା ବାଣୀ ଖେତ୍ରର ବରପୂତ୍ର ,ବିଜୁ ବାକୁ ଙ୍କ ସହଯୋଗୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ପ୍ରତାପ ଚନ୍ଦ୍ର ମହାନ୍ତି ଙ୍କ ଜନ୍ମ ଶତବାର୍ଷିକୀ ମା ଶାରଳାଙ୍କ ପିଠ କନକ।ପୂର ଠାରେ ପାଳିତ ହୋଇ ଯାଇଛି, ଏହି ସମାରୋହ
ମଞ୍ଚରେ ବରିଷ୍ଠ ସାମ୍ବାଦିକ ଗୁରୁ କଲ୍ୟାଣ ମହାପାତ୍ର ସଭାପତିତ୍ୱ କରିଥିଲେ।ଆଇନଜୀବୀ ଦେବ ସ୍ନାନ ଦାସ ସ୍ୱାଗତ ଭାଷଣ ପ୍ରଦନ କରିଥିଲେ ,ସାମ୍ବାଦିକ/ସମାଜସେବୀ ଅମରଜ୍ୱତି ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।ଏହି
ଶତବାର୍ଷିକୀ ସମାରୋହ କୁ ଓଡ଼ିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କୁ ନିମନ୍ତ୍ରଣ କରାଯାଇ ପୁଷ୍ପଗୁଚ୍ଛ ,ମାନପତ୍ର ଓ ଉତରିୟ ଦେଇ ସନ୍ମାନିତ କରାଯାଇଛି। ନିମନ୍ତ୍ରିତ ଅତିଥି ମାନେ ସ୍ୱର୍ଗତ ପ୍ରତାପ ବାବୁ ଙ୍କ ରାଜନୈତିକ ଦଖ୍ୟତା ଓପାରଦର୍ଶିତା ଉପରେ ଶାର ଗର୍ଭକ ଭାଶଣ ପ୍ରଦାନ କରିଥିଲେ। ଏହି ସମାରୋହ କୁ ସାମ୍ବାଦିକ ଓ ଶାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ,ସ୍ଥାନୀୟ ସରପଞ୍ଚ ନମିତା ଳାଉଳ , ନୃସିଂହ ରାଉଳ ଆଦି ବହୁ ଯୁବ ସଂଗଠକ ଏହାକୁ ଆୟୋଜନ ଓ ପରିଚାଳନା କରିଥିଲେ।ଶେଷରେ ସ୍ୱର୍ଗତ ପ୍ରତାପ ଚନ୍ଦ୍ର ମହାନ୍ତି କଂ ସାନପୁଅ ଶ୍ରୀ ପ୍ରମୋଦ କୁମାର ମହାନ୍ତି ସମସ୍ତ ଙ୍କୁ
ଧନ୍ୟବାଦ ଅର୍ପଣ କରିଥିଲେ।

ତିର୍ତୋଲ ଇପିଏରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.