ପ୍ରଣବ ଙ୍କୁ ମାତ ଦେବାକୁ ଗୌତମଙ୍କ ମାଷ୍ଟର ପ୍ଲାନ
ନାବାଳକଙ୍କୁ ଜିଲ୍ଲା ବିଜେପି ସଭାପତି ସଜାଇଛନ୍ତି କର୍ମୀ l
ଏ ଦୃଶ୍ୟ ହେଉଛି ଦଶରଥପୁର ବ୍ଲକ ଯେଉଁଠାରେ ଆଜି ଗୌତମ ରାୟ ଏକ ଦଳୀୟ କାର୍ଯ୍ୟକ୍ରମ କରିଥିଲେ ଏବଂ କିଛି ହାତଗଣତି ଲୋକଙ୍କୁ ମିଶାଇଥିବାବେଳେ ଯେଉଁଥିରୁ ବାଦ ପଡିନଥିଲେ ନାବାଳକ ସଭାଚାଲିଥିଲା ନେତା ମାନେ ଭାଷଣ ଦେଉଥିଲେ କିନ୍ତୁ ପିଲାମାନଙ୍କୁ ବlରଣ କରିବାକୁ କାହାରିକୁ ମିଳିନଥିଲା ସମୟ l

ଯାଜପୁର ଇପିଏ ରୁ ସୀତାଂଶୁ ଶେଖରଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )