ପ୍ରଧାନ ଶିକ୍ଷୟତ୍ରୀ ବିଦାୟ ସମ୍ବର୍ଧନା

0 42

ଯାଜପୁର : ଦଶରଥପୁର ବୁକ କଣିକାପଡ଼ା ପଂଚାୟତର ଦିହୁଡିସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ ବିଦାୟ ସମ୍ପର୍ଵନା ଖୁବ ଆଡମ୍ବର ସହକାରେ ପାଳିତ ହୋଇଯାଇଅଛି । ଏହି ଅବସରରେ ଦଶରଥପୁର ବୃକର ଡ଼ି. ଓ.ଶ୍ରୀଯୁକୁ କୁନାସାହୁ, ବି. ଓ. ଶ୍ରୀଯୁକୁ ଅନଦା ପ୍ରସାଦ ରଣା, କଣିକାପଡ଼ାର ସରପଞ୍ଚ
ମହୋଦୟ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥୁଲେ l ଏହି ବିଦ୍ୟାଳୟରେ ଶ୍ରୀମତୀ ଚନ୍ଦ୍ରାବତି ଦେଇ ୧୯୯୦ରୁ ୨୦୨୧ ମସିହା ପ୍ରଧାନ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ ଘୁଚରୁଭାବେ ଓ ନିଷ୍ଫାପର ଭାବେ ତୁଲାଇ ଆସୁଥୂଲେ । ତାଙ୍କ ସମୟରେ ବିଦ୍ୟାଳୟର ବହୁ ଉନୁତି ମୂଳକ କାର୍ଯ୍ଯ ସାଧୂତ ହୋଇଥୁଲା |
ତେଣୁ ସରକାରଙ୍କ ତରଫରୁ ତାଙ୍କୁ ପ୍ରକୁତିବନ୍ଧୁ ଓ ପ୍ରକୃତିମିତ୍ର ଉପାଧୂ ମିଳିଥୁଲା | ଗତକାଲି ତା ୩୦-୦୯-୨୦୨୧ ମସିହା ରେ ଚାକିରୀ ଜୀବନରୁ ଅବସର ନେଲେ | ତାଙ୍କୁ ବିଦ୍ୟାଳୟରୁ ନିଜ ବାସଭବନ ପର୍ଯ୍ୟନୁ ଏକ ଶୋଭାଯାତ୍ରା ପଟୁଆରରେ ବିଦାୟ ଦିଆଯାଇଛି l


ଯାଜପୁର ଇପିଏ ରୁ ଅମୂଲ୍ୟ ନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.