ପ୍ରେସ କ୍ଲବ ସାମ୍ବାଦିକ ସଙ୍ଘ ନିର୍ବାଚନ ସଭା ଶେଷ

0 9

ବଡ଼ବିଲ ପ୍ରେସ କ୍ଲବ ସାମ୍ବାଦିକ ସଙ୍ଘ ନିର୍ବାଚନ ସଭା ଶେଷ ହୋଇଛି।ବଡ଼ବିଲ ପ୍ରେସ କ୍ଲବ ବରିଷ୍ଠ ସାମ୍ବାଦିକ ବଳରାମ ମହାନ୍ତି ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରି ନିର୍ବାଚନ କରିଥିଲେ।ବଡ଼ବିଲ ପ୍ରେସ କ୍ଲବ ସାମ୍ବାଦିକ ମାନେ ନିଜର ମତଦାନ ଦେଇଥିଲେ।ଏହି ମତଦାନ ରେ ଦେବକାନ୍ତ ଦାସ ସଭାପତି ଭାବେ ଚୟନ ହୋଇଥିବା ବେଳେ ଉପ ସଭାପତି ମଧୁସୂଦନ ସାହୁ,ସମ୍ପାଦକ ଚିତ୍ତ ରଞ୍ଜନ କର,ସହ ସମ୍ପାଦକ ଅଶୋକ ମହାନ୍ତ, କୋଷାଧ୍ୟକ୍ଷ ବାଦଲ ମହାନ୍ତ ନିର୍ବାଚିତ ହୋଇଥିଲେ।ବଡ଼ବିଲ ପ୍ରେସ କ୍ଲବ ନିଜର ବହୁ ମୂଲ୍ୟ ସମୟ ଦେଇ ନିଜର ମତାଦାନ ଦେଇଥିଲେ।ବଡ଼ବିଲ ପ୍ରେସ କ୍ଲବ ବରିଷ୍ଠ ସାମ୍ବାଦିକ ବଳରାମ ମହାନ୍ତି,ନିର୍ମଳ କୁମାର ପତି, ଦେବ ପ୍ରିୟା ରଣା,ସୁବୋଧ ଦାସ, ଚିତ୍ତ ରଞ୍ଜନ କର,ଦେବ କାନ୍ତ ଦାସ, ଶାନ୍ତନୁ ଦାଶ, ମଧୁସୂଦନ ସାହୁ, ରଘୁନାଥ ସାହୁ,ଅଶୋକ ମହାନ୍ତ,ସିତାରାମ ଦିକ୍ଷୀତ ପ୍ରମୁଖ ଉପସ୍ଥିତ ଥିଲେ।

ବଡ଼ବିଲ ରୁ ସିତାରାମ ଦିକ୍ଷୀତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.