ବଡମ୍ବା ନରସିଂହପୁର ରେ ମାଳ ମାଳ ଡାକ୍ତର ଖାନା ହେଲେ ନାହାନ୍ତି ଜଣେବି ପ୍ରସ୍ତୁତି ବିଭାଗ ର ଡାକ୍ତର

0 3

କଟକ ଜିଲ୍ଲା ବଡମ୍ବା ନରସିଂହପୁର ନିର୍ବାଚନମ ଣ୍ଡଳୀରେ ରେ ମାଳ ମାଳ ଡାକ୍ତର ଖାନା ହେଲେ ନାହାନ୍ତି ପ୍ରସୂତି ବିଭାଗ ଡାକ୍ତର ବଡ ଦୁଃଖ ର ବିଷୟ ବଡମ୍ବା ନରସିଂହପୁର ମୁଖ୍ୟ ଡାକ୍ତର ଖାନା ଗୁଡିକରେ ନାହାନ୍ତି ପ୍ରସୂତି ବିଭାଗ ଡାକ୍ତରଏଥିରେ କହି ରଖୁଛୁ ଦଶର୍କ ବନ୍ଧୁ ଗୋଟିଏ ନାରୀ ଯେତେବେଳେ ମାତୃତ୍ୱ ଲାଭ କରେ ତାର ପରିବାରରେ ଖୁସିର ଲହରୀ ଖେଳିଯାଇ ଥାଏ ନାରୀଟିଏ ତାର ସନ୍ତାନ କୁ ଦଶମା ସ ଦଶଦିନ ତାର ଗର୍ଭରେ ଧରି ରଖେ ଯେତେବେଳେ ସନ୍ତାନ ଜନ୍ମ ସମୟ ଆସିଥାଏ ସେ ନିର୍ଭୟ କରିଥାଏ ସରକାରୀ ଡାକ୍ତର ଖାନରେ ଶିଶୁଟି ନିରାପଦ ଭାବରେ ଜନ୍ମ ନେଇ ଥାଏ ତେବେ ବଡମ୍ବା ବ୍ଲକ ରେ ୧୩୮ ଏକ ଶହ ଅଠତିରିଶି ଟି ଗ୍ରାମ ରହିଥିବା ବେଳେ ନରସିଂହପୁର ବ୍ଲକ ରେ ୧୫୭ ଏକ ଶହ ଶତବନ ଟି ଗ୍ରାମ ରହିଛି ଯଦି ଆମେ ଲୋକ ସଂଖ୍ୟା ଦେଖିବା ବଡମ୍ବା ବ୍ଲକ ରେ ଲୋକ ସଂଖ୍ୟା ୧୪୯,୭୯୩ ଜଣଏବଂ ପୁରୁଷ ଙ୍କ ସଂଖ୍ୟା ୭୮,୨୯୭ ମହିଳା ଙ୍କ ସଂଖ୍ୟା ୭୧,୪୯୬ ତେବେ ନରସିଂହପୁର ବ୍ଲକ ରେ ଲୋକ ସଂଖ୍ୟା ୯୭ , ୬୨୪ ପୁରୁଷ ସଂଖ୍ୟା ୫୧,୦୫୫ ଥିବ ବେଳେ ମହିଳା ଙ୍କ ସଂଖ୍ୟା ୪୬,୫୬୯ ତେବେ ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ ରେ ମହିଳା ଙ୍କ ସଂଖ୍ୟା ୧୧୮,୦୫୬ ଯାହା ତଥ୍ୟ କହୁଛି ମାଣିଆବନ୍ଧ ଠାରୁ କମଳା ଡିହ ପଯ୍ୟନ୍ତ ଛୋଟ ବଡ ଡାକ୍ତର ଖାନା ରେ ରହି ଛି ଏକ ଲକ୍ଷ ଅଠର ହଜାରଉର୍ଦ୍ଧ ମହିଳା ମାନଙ୍କ ପାଇ ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀରେନାହାନ୍ତି ପ୍ରସୂତି ବିଭାଗ ଡାକ୍ତର ଏହାଠାରୁ ଲଜ୍ୟା ଜନକ ଘଟଣା କଣ ହୋଇ ପାରେ ବିଧାୟକ ଦେବୀ ପ୍ରସାଦ ମିଶ୍ର ଲାଗl ତର ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ ରେ ବିଜୟ ଲାଭ କରିଥିଲେ ସୁଧ ମହିଳା ମାନଙ୍କ ପାଇଁ ମୁଖ୍ୟ ସମସ୍ୟା ଆଜି ପଯ୍ୟନ୍ତ କରିପାରିଲେନାହିଁ ଏହା କଣ ହେଉଛି ବଡମ୍ବା ନରସିଂହପୁର ର ମହିଳା ମାନଙ୍କ ପାଇଁ ବିକାର ଚିତ୍ର?? ବଡମ୍ବା ନରସିଂହପୁର ମହିଳା ମାନେ ଆଜି ନିଜର ପ୍ରସୂତି ପାଇଁ ପ୍ରାଇ ଭେଟ ମେଡିକାଲ ରେ ୨୦ ରୁ ୬୦ ହଜାର ଟଙ୍କା ଖଚ୍ଚ କରି ନାନା ହାଇ ରାଣ ହେଉଛନ୍ତି ଆଜି ଯେଉଁ ମହିଳା ମାନେ ହଇ ରାଣ ହରକତ ହେଉଛନ୍ତି ସେ ଥି ପାଇଁ ବିଧାୟକ ଦେବୀ ପ୍ରସାଦ ମିଶ୍ର ଙ୍କ ଅପାର ଗତା ସଂପୂଣ୍ଣ ରୂପପେ ଦାଇ ଆଜି କାହିଁକି ନା ସରକାରୀ ଡାକ୍ତର ଖାନା କୁ ପସନ୍ଦ କରୁ ନାହାନ୍ତିକେବଳ ପ୍ରସୂତି ଡାକ୍ତର ଅଭାବ ଯୋଗୁ ଆଜି ମହିଳା ମାନେ ଧାରେ କରଜକରି ନଚେତେ ନିଜ ସମ୍ପତି ବନ୍ଧା ପକାଇ ନିଜ ଅର୍ଥ ରେ ଚିକିଛା ହେଉ ଛନ୍ତି ଏହା ହେଉଛି ବଡମ୍ବା ନରସିଂହପୁର ର ବିକାଶ ର ନଗ୍ନଚିତ୍ର l

ବଡମ୍ବା ନରସିଂହପୁର ଈପିଏ ରୁ ତପନ କୁମାର ସେଠ୍ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.