ବଣିତୋ ଗ୍ରାମରେ ଗଜଲଖ୍ମୀ ପୂଜା ଅନୁଷ୍ଠିତ।

0 35

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ର ବଣିତୋ ଗ୍ରାମ ପଞ୍ଚାୟତ ରେ
ଜଗତ ଜନନୀ ମା’ ଗଜଲଖ୍ମୀ ପୂଜା ଆରମ୍ଭ ହୋଇଛି, ଏହି ପୂଜା ତିନି ଦିନ ଧରି ଅନୁଷ୍ଠିତ ହେବ,ବଣିତୋ ଗ୍ରାମର ଗଜଲଖ୍ମୀ ପୂଜା ଦିର୍ଘ ୧୧ବର୍ଷ ଧରି ଅନୁଷ୍ଠିତ ହୋଇ ଆସୂଛି ଚଳିତ ବର୍ଷ କୋଭିଡି କଟକଣା ଯୋଗୁ ମନୋରଞ୍ଜନ କାର୍ଯ୍ୟକ୍ରମ ରେ କାଣ୍ଟଣାଣ୍ଟ କରାଯାଇଛି।

ଜଗତସିଂହପୁର ଜିଲ୍ଲା ତିର୍ତୋଲ ଇପିଏରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.