ବଳଙ୍ଗା ଥାନାରେ ବିସ୍ଫୋରଣ
ବିଳମ୍ବିତ ରାତିରେ ପୁରୀ ଜିଲା ବଳଙ୍ଗା ଥାନାରେ ବିସ୍ଫୋରଣ , ବିସ୍ଫୋରଣର କାରଣ ଅସ୍ପଷ୍ଟ ,ଭୁଷୁଡିଲା ଥାନା ର ଛାତ ସମେତ କାନ୍ଥ, ଭିତରେ ଫସି ରହିଛି ଅନେକ ଗୁରୁତ ପୂର୍ଣ କାଗଜ ପତ୍ର ,କମ୍ପୁଟର ଟେବୁଲ ଚେୟାର ଅନେକ କିଛି ନଷ୍ଟ, ଘଟଣା ସ୍ଥଳରେ ପୁରୀ ଏସପି କଲେ ପରିଦର୍ଶନ ,କାହାରି କିଛି କ୍ଷତିକ୍ଷତି ହୋଇନଥିବା ବେଳେ ଆଖ ପାଖ ଅଞ୍ଚଳ ଧୂଆଁ ମୟ ହୋଇ ଯାଇଥିଲା, ଥାନା ରେ ଡ୍ୟୁଟି ରେ ଥିବା କର୍ମଚାରୀ ଅଳ୍ପକେ ବର୍ତିଲେ, ଗ୍ରାମବାସୀ ଭୟଭୀତ , ସୂଚନା ଥାଉକି ଗତକାଲି ପ୍ରାୟ ରାତି 1ଟା ରେ ଏଭଳି ଅଘଟଣ ଘଟିଥିବା ବେଳେ ଅଘଟଣ ର କାରଣ ଥାନା ଭିତରେ ଜବତ ହୋଇ ରହିଥିବା ଚୋରା ବ୍ୟାଟେରୀ ଓ ବାଣ ରୁ ଏହି ବିସ୍ପୋ ରଣ ଘଟିଥାଏ ବୋଲି ଅନୁମାନ କରାଯାଉଛି
ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )