ବାଇକ ରାଲି ଓ ହରତାଳ ସୃଷ୍ଟି କରି ଛତ୍ରପୁରରେ ଭାରତ ବନ୍ଦ କୁ ସଫଳ

0 4

ତିନିଟି କୃଷି ଆଇନକୁ ନେଇ ଦେଶବ୍ୟାପୀ କୃଷକ ମାନେ ଭାରତ ବନ୍ଦ ଡାକରା ଦେଇଥିଲେ । ଦେଶର ବିଭିନ୍ନ ସହରରେ କୃଷକ ମୋର୍ଚ୍ଚା ପକ୍ଷରୁ କୃଷକ ମାନେ ବନ୍ଦ ଡାକରା ଦେଇଛନ୍ତି । ସେହିପରି ଗଞ୍ଜାମଜିଲ୍ଲାର ସଦରମହକୁମା ଛତ୍ରପୁର ବାମ-ପନ୍ଥୀ ଦଳ ସମର୍ଥିତ ନେତ୍ତୃବର୍ଗ ଓ କର୍ମୀମାନେ ଏବଂ କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନ କୁ ଜୋରଦାର କରି ହରତାଳ ସୃଷ୍ଟି କରି ତଥା ବାଇକ ରାଲି କରି ଭାରତ ବନ୍ଦ କୁ ସଫଳ କରିଥିଲେ ।

ଛତ୍ରପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.