ବାଇପାସ ଠାରେ ସୁନା ରୂପା ହୀରା ଗହଣାର ନିର୍ଭରଯୋଗ୍ୟ ପ୍ରତିଷ୍ଠାନ SP GOLD ଉଦଘାଟନ ପାଳିତ

0 19

ଭଦ୍ରକ ଜିଲ୍ଲା ବାଇପାସ ଠାରେ ନୂତନ କରି SP_GOLD” ର ସୁନା ,ରୂପା , ହୀରା ଗହଣା ର ନିର୍ଭରଯୋଗ୍ୟ ଶୁଭ ଉଦ୍ଘାଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ସେଠାରେ ଭଦ୍ରକ ର ମହିଳା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ମୁଖ୍ୟ ଅତିଥିଭାବେ ଉଦଘାଟନ କରିଥିଲେ ।ଏହି ଅବସରରେ ପୂର୍ବତନ ବିଧାୟକ ଧାମନଗର ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ,ତିହିଡ଼ି ବ୍ଲକ ଅଧକ୍ଷା ତଥା ବିଜୁ ମହିଳା ଜନତା ଦଳର ଭଦ୍ରକ ଜିଲ୍ଲା ସଭାନେତ୍ରୀ ସୁଶ୍ରୀ ବିଦ୍ୟୁତଲତା ନାୟକ ଓ ଅନ୍ୟାନ୍ୟ ଅତିଥିବୃନ୍ଦ ଙ୍କ ଯୋଗଦାନ କରିଥିଲେ । ଗୁଆମାଳର ସରପଞ୍ଚ ପ୍ରଦିପ କୁମାର ପଣ୍ଡା ଯେ କି ପ୍ରତିଷ୍ଠାତା ଏବଂ ତାଙ୍କ ଧର୍ମ ପତ୍ନୀ ପ୍ରବାସିନି ପଣ୍ଡା ଙ୍କ ଦ୍ଵାରା ଏହି ସୁନା ,ରୂପା ,ହୀରା , ଗହଣା ପ୍ରତିଷ୍ଠା କରାଯାଇଥିଲା । ସେଠାରେ ଆଜି ଅନେକ ବିଜେଡ଼ି କ୍ରମୀ ଲୋକେ ଉପସ୍ଥିତ ରହିବା ସହ ସହ ପରିବାର ଉପସ୍ଥିତ ଥିଲେ । ବିସାଲ ମେଗା ମାର୍ଟ ଠାରେ ଏହି SP Gold ହୋଇଛି । ଯାହା କି ପୁରା ନାମ ସରପଞ୍ଚ ପଣ୍ଡା ନାମରେ ନାମିତ ହୋଇଛି । ଆଜି ସବୁ ଗହଣା ରେ ୫୦ % ଅଫର ରେ ଦିଆଯାଉଛି, ଗ୍ରାହକ ମାନଙ୍କୁ ,ସେଥିପାଇଁ ବହୁତ ଭିଡ଼ ଜମିଥିଲା ଦେଖିବାକୁ ମିଳିଛି ।

ଭଦ୍ରକ ଜିଲ୍ଲା ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି

Leave A Reply

Your email address will not be published.