ବାପି ସାର୍କେଲେ ଙ୍କ ବଢ଼ାଇଲେ ସାହାଯ୍ୟର ହାଥ

0 34

ବିଦ୍ୟୁତୁ ଆଘାତ ରେ ବାପା, ମା,ଭ ଉଣୀ କୁ ହରାଇ ଥିବା ଶିଶୁ ଓ ଜେଜେ କଙ୍କୁ ଭେଟି ଆର୍ଥିକ ସହାୟତା କଲେ ଏରସମା ବାଲିକୁଦା ସଂଗ୍ରାମ ସମିତି ର ସଭାପତି ବାପି ସାର୍କେଲେ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବଣିତୋ ଗ୍ରାମର ରେ ବିଦ୍ୟୁତୁ ଆଘାତ ରେ ନିର୍ଛିର୍ନ ପରିବାର ର ନିସହାୟ ଶିଶୁ ଓ ତାଙ୍କର ଜେଜେ ଙ୍କୁ ଭେଟି ପାରାଦୀପ ର କଂଗ୍ରେସ ନେତା ତଥା ଏରସମା ବାଲିକୁଦା ସଂଗ୍ରାମ ସମିତି ର ସଭାପତି ଶ୍ରୀ ଯୁକ୍ତ ବାପି ସାର୍କେଲେ ଶୋକ ବ୍ୟକ୍ତ କରିବା ସହ ଆର୍ଥିକ ସହାୟତା ପ୍ରଦାନ ରିଥିବା ଜଣାପଡ଼ିଛି ,ହେଲେ କେତେ ଦେଲେ ତାହା ଘୋଷଣା କରିନାହାନ୍ତି। ଗତ ଦୁଇଦିନ ତଳେ ସେ ବାହାରେ ଥିବା ରୁ ତତ୍କାଳୀନ ଆସି ପାରିନଥିବାରୁ ଦୁଃଖ ପ୍ରକାଶ କରିଥିଲେ। ସୋମବାର ଅପରାହ୍ନ ରେ ବଣିତୋ ଗ୍ରାମରେ ପହଞ୍ଚି ଏହି ଦୁଃଖି ନାବାଳକ ସାଇ ଓ ଜେଜେ ପ୍ରଭଞନ ସ୍ୱାଇଁ କୁଁ ଭେଟି ଥିଲେ, ବହୁ ସଂଖ୍ୟା ର ସମର୍ଥକ ଓ ଗ୍ରାମର ଲୋକମାନେ ଉପସ୍ଥିତ ଥିଲେ।

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.