ବାଲିସାହି ଟ୍ରାଫିକ ବନ୍ଦୋବସ୍ତ ପାଇଁ ବୈଠକ

0 2

ପୁର ବାଲିସାହି ରାଧାକାନ୍ତ ମଠରେ ପୋଲିସ ଏବଂ ସାହିଭାଇ ଭିତରେ ସ୍ୱର୍ଗଦ୍ୱାର ଠାରୁ ଶ୍ରୀମନ୍ଦିର ମଧ୍ୟରେ ଟାଫିକ ବନ୍ଦୋବସ୍ତ ସମ୍ପର୍କରେ ଆଲୋଚନା ହୋଇଥିଲା |ବାଲିସାହି ବାସିନ୍ଦା କିପରି ସୁବିଧାରେ ମେଡିକାଲ, ମନ୍ଦିର ଓ ଅନ୍ୟ ଜାଗା କୁ ସୁରୁଖୁରୁରେ ଯା ଇପାରିବେ ସେ ସମ୍ପର୍କ ରେ ଆଲୋଚନା ହୋଇଥିଲା |ସାହିରେ କିପରି ଅଟୋ ଚଳାଚଳ ବନ୍ଦ କରାଯିବ |ରାସ୍ତା ଉପକୁ ମାଡିବସିଥିବା ଦୋକାନ ଉଠାଜିବ |ବାଟରେ ଏକ ଶୌଚାଳୟ କରାଯିବ |ବରିଷ୍ଟ ନାଗରିକ ମାନଙ୍କ ପାଇଁ ଇ ଅଟୋ ବ୍ୟବସ୍ଥା ହେବ |ଏଥିରେ ପୁରୀ ଏସ ପି. କେ.ବିଶାଲ ସିଂ,ସିଟି ଡ଼ିଏସପି,ଟ୍ରାଫିକ ଡ଼ିଏସପି,ଟାଉନ ଥାନାଅଧିକାରୀ, ମୁରବୀମାନେ,ସାହିର କିଛି ଯୁ ବକ, ସାହିର ସାମ୍ବାଦିକ, ଆଇନଜୀବୀ,10ନମ୍ବର ୱାର୍ଡ ର ପୂର୍ବତନ କାଉନସିଲର ଉପସ୍ଥିତ ଥିଲେ |

ଇପିଏରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.