ବାଲି ବୋଝେଇ ହାଇୱଆ ଧକା ରେ ନା ବାଳିକା କଲେଜ ଛାତ୍ରୀ ଗୁରୁତର

0 32

ତିର୍ତୋଲ :ବାଲିମାଫିଆ ଓ ମଦୁଆ ଡ୍ରାଇଭର ଙ୍କ ପାଇଁ ନିରିହ ନା ବାଳିକା ସ୍ମୃତିମୟୀ ଏବେ ମରଣ ସହ ସଂଘର୍ଷ କରୁଛି। ପ୍ରତ୍ୟକ୍ଷ ଦର୍ଶିଙ୍କ କହିବା ଅନୁଯାୟୀ
ତିର୍ତୋଲ କଲେଜ ରୁ ସ୍ମୃତିମୟୀ ସାଗଂ ମାନଙ୍କ ସହ କଲେଜ କୁ ଯାଉ ଥିବା ସମୟରେ ତିର୍ତୋଲ କୋଲର ରାସ୍ତାର ଗୋପିଆ କୁଦ ମହାନଦୀ ପଠା ନିକଟରେ ବାଲିବୋଝେଇ ହାଇୱଆ ଚଢୀ ଯିବାରୁ ସ୍ମୃତିମୟୀ ଗୁରୁତର ଆହତ ହୋଇଥିଲା,ସ୍ଥାନୀୟ ଲୋକମାନେ ଛାତ୍ରୀ କୁ ମଣିଜଗାଂ ଓ ପରେ କଟକ ରେଫର
କରାଜାଇଛି।ଆହାତ ଛାତ୍ରୀ ଘର ରାଇଁତୋଳା ବୟସ ୧୬ପିତା ରବି ସ୍ୱାଇଁ ତିର୍ତୋଲ କଲେଜ ର ପ୍ରଥମ ବର୍ଷ ର ଛାତ୍ରୀ,ଖଵର ପାଇବା ପରେ ଘଟଣା ସ୍ଥଳରୁ ତିର୍ତୋଲ ପୋଲିସି ହାଇୱଆ ଗାଡି ନଂ OD21B5177 କୁ ଜବତ କରି ମାମଲା ରୁଜୁ କରିଛି।ଗାଡିମାଲିକ ଓ ଡ୍ରାଇଭର କୁ ପୋଲିସି ଅଟକରଖି ତଦନ୍ତ ଜାରି ରଖିଛି, ଝିଅ ଟି ଏଭଳି ଦୃଘଟଣା ଗ୍ରସ୍ଥ ହୋଇଛି ଯେ ଯଦି ଈଶ୍ୱର ଙ୍କ କୃପାରୁ ଭଲହୁଏ ,ହୁଏତ ଦିବ୍ୟାଗଂ ହୋଇଯାଇପାରେ ତେଣୁ ସ୍ମୃତିମୟୀ କୁ ସାରାଜୀବନ ବଞ୍ଚିବା ଲାଗି ହାଇୱଆ ମାଲିକ ବ୍ୟବସ୍ଥା ନକଲେ ଝିଅ ର ଜୀବନ ଦୃବିସହ ହୋଇପଡିବ।

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.