ବିଜୁ ଜନତା ଦଳ ଭଦ୍ରକ ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ

ବିଜୁ ଜନତା ଦଳ ଭଦ୍ରକ ଜିଲ୍ଲା ର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ମାନ୍ୟବର ବିଧାୟକ ଧର୍ମଶାଳା ତଥା ପର୍ଯ୍ୟବେକ୍ଷକ ଭଦ୍ରକ ପ୍ରଣବ ବଳବନ୍ତ ରାୟ ,ମାନ୍ୟବର ବିଧାୟକଚାନ୍ଦବାଲି ତଥା ରାଜ୍ୟ ଯୁବ ସଭାପତି ଡକ୍ଟର ବ୍ୟୋମକେଶ ରାୟ, ମାନନୀୟ ସାଂସଦ ଶ୍ରୀମତୀ ମଞ୍ଜୁ ଲତା ମଣ୍ଡଳ, ମାନ୍ୟବର ବିଧାୟକ ଭଣ୍ଡାରିପୋଖରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ଭଦ୍ରକ ଶ୍ରୀଯୁକ୍ତ ସଂଜୀବ ମଲ୍ଲିକ, ମାନ୍ୟବର ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲା ବିଜେଡ଼ି ସଭାପତି ଜଗନ୍ନାଥ ସ୍ଵାଇଁ, ଜିଲ୍ଳା ପରିଷଦ ଅଧ୍ୟକ୍ଷ ଦିଜବର ରାଉତ,ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧାମନଗର ପ୍ରାକ୍ତନ୍ ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ଦାସ, ଧାମନଗର ବ୍ଳକ ଅଧ୍ୟକ୍ଷ ଅଶୋକ ନାୟକ, ତିହିଡ଼ି ବ୍ଳକ ଅଧକ୍ଷ୍ୟ ବିଦ୍ୟୁତଲତା ନାୟକ ଓ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମଲ୍ଲିକ , ହରେକୃଷ୍ଣ ପାଢୀ, ଜିଲ୍ଲା ଯୁବ ସଭାପତି ମୁକୁନ୍ଦଦେବ ସାମଲ, ବରିଷ୍ଠ ବିଜେଡି ନେତା ରଘୁନାଥ ଲେଙ୍କା, ଛାତ୍ର,ମହିଳା ଓ ବରିଷ୍ଠ ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ।। ଏହି ବୈଠକ ରେ ଭଦ୍ରକ ର ବିଭିନ୍ନ ଉନ୍ନତ ମୂଳକ କାମ ପାଇଁ ଆଲୋଚନା କରାଯାଇଥିଲା ।


ଭଦ୍ରକ ଜିଲା ଇପିଏ ରୁ ଲିପିକା ରାଉତଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )