ବିଜୁ ପଟ୍ଟନାୟକ ପାର୍କ ସଫେଇ

0 2

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଗତ ଅକ୍ଟୋବର ୨ ତାରିଖ ଠାରୁ ଆରମ୍ଭ ହୋଇଥିବା ସାମାଜିକ କାର୍ଯ୍ୟକ୍ରମ ର ଅନ୍ତିମ ଦିବସରେ ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଜନତା ଦଳ. ବିଜୁ ମହିଳା ଜନତା ଦଳ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଙ୍କ ଉପସ୍ଥିତି ରେ ବିଜୁ ପଟ୍ଟନାୟକ ପାର୍କ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ଏଥିରେ ଛାତ୍ର ସଭାପତି ଶୋବନ କୁମାର ନାୟକ. ଗଞ୍ଜାମ ଜୋନ ଛାତ୍ର ସଭାପତି ଜ୍ୟୋତିରଞ୍ଜନ ସାହୁ. ଯୁବ ସଭାପତି ଶ୍ରୀ ଅଜିତ ପଣ୍ଡା. ମହିଳା ସଭାପତି ସୋନାଲି ଗନ୍ତାୟତ. ଜିଲ୍ଲା ମହିଳା ସଭାପତି ସଂଘମିତ୍ରା ଦଳେଇ. ମହାନଗର ସଭାପତି ଶ୍ରୀ ବିଜୟ ସାମଲ. ବରିଷ୍ଠ ନେତା ଭଗବାନ ଗନ୍ତାୟତ. ସଂଜିତ ପାଣିଗ୍ରାହୀ. କୈଳାଶ ବିଷୋୟୀ. ପ୍ରଭାତ ସାହୁ.ରାମ ତନ୍ତୀ. ରବୀନ୍ଦ୍ର ସାହୁ. ବିସ୍ମଚାର୍ଯ୍ୟ ଚୌଧୁରୀ. ସୁରେଶ ତ୍ରିପାଠୀ.ଅନିଲ ନାୟକ. ତେଜେଶ୍ୱର ସ୍ୱାମୀ. ଖଲିଲ ଭାଇ. ଶ୍ରୀନୁ ଭାଇ. ସବୁ ଭାଇ.ସିମାଞ୍ଚଳ ସାହୁ.ରିୟାଜ ଭାଇ. ଲଷ୍ମୀପାଢ଼ୀ. ପ୍ରେମାଞ୍ଜଳି. ଛାତ୍ର ନେତା ରାଜେଶ ପଟ୍ଟନାୟକ. ସାଇ କୁମାର. ସୁମନ ସାହୁ.ନୀଳାଞ୍ଚଳ ପାତ୍ର. ସାୟାଦ ଆକବର. ଆସଲାମ ଅଲି.ଆଦିତ୍ୟ ସାହୁ.ସନାତନ ସାହୁ.ଡିଜିଟାଲ ସେକ୍ରେଟାରୀ ଜିଲ୍ଲା ନିଖିଲ ଚୌଧୁରୀ. ଯୁବ ନେତା ସୂର୍ଯ୍ୟକାନ୍ତ ସୁବୁଦ୍ଧି. ନେତାଜୀ ପାତ୍ର. ମୁନା ଲାୟକ.ମୁନା ରେଡ୍ଡୀ. କାଶୀ.ଏହେସାନ ଭାଇ. ଆନଂଦ ମାହାଙ୍କୁଡ.ମହାନଗର ଯୁବ ଡିଜିଟାଲ ସେକ୍ରେଟାରୀ ରବୀନ୍ଦ୍ର ମିଶ୍ର ଙ୍କ ସମେତ ବହୁ ଯୁବ. ଛାତ୍ର. ମହିଳା ଏବଂ ବରିଷ୍ଠ ନେତା ଓ ବିଜୁପ୍ରେମୀ ଉପସ୍ଥିତ ଥିଲେ.

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.