ବିଜେପି ନେତା, ସମର୍ଥକ ଓ କର୍ମୀ ଙ୍କ ଦ୍ୱାରା ଏସ ପି ଅଫିସ ଘେରାଉ, ପୋଲିସ ର ଲାଠି ମାଡ

0 5

ରାଜ୍ୟ ର ବହୁ ଚର୍ଚିତ ମମୀତl ମେହେର ହତ୍ୟାକାଣ୍ଡ ଓ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଅଭିଯୋଗ କରି ବିଜେପି ପକ୍ଷରୁ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଅଛି l କେନ୍ଦୁଝର ଜିଲ୍ଲା ସଦର ମହକୁମା ସ୍ଥିତ ସ୍ଥାନୀୟ କାଳୀ ପଡିଆ ରୁ ଏହି ରାଲି ବାହାରି ଏସପି ଅଫିସ ରେ ଘେରାଉ କରିଥିଲେ ଓ ପୋଲିସ ସହ ଧସ୍ତl ଧସ୍ଥି ହୋଇ ପରିସ୍ଥିତି ଅନାୟତ ହୋଇ ପଡିବାରୁ ପୋଲିସ କୁ ଲାଠି ଚାର୍ଜ କରିବାକୁ ପଡିଥିଲା l କିଛି ବିଜେପି କର୍ମୀ ଉକ୍ତ ଲାଠି ଚାଳନା ରେ ଆଘାତ ହୋଇଥିବା ର ସୂଚନା ମିଳିଛି l

କେନ୍ଦୁଝର ଇପିଏ ରୁ ଶିବ ରଞ୍ଜନ ଦେ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.