ବିଜ୍ଞାନ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

0 53

କେନ୍ଦ୍ର ସରକାର ଙ୍କ ସାମାଜିକ ଓ ସାଂସ୍କୃତିକବିଭାଗ ଦ୍ଵାରାରଣପୁର ବ୍ଳକ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରାଜସୁନାଖଳା ଠାରେ ବିଜ୍ଞାନ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଛି ।ଏହି କର୍ମଶାଳା କୁ ନୂଆ ଦିଲ୍ଲୀର ସଞ୍ଜୟ କାପୁର ଟ୍ରେନିଂ ଦେଇ ଥିଲେ ।

ସରକାରୀ ଓ ବେସରକାରୀ ସ୍କୁଲ୍ ରୁ ୮୦ରୁ ଅଧିକ ଶିକ୍ଷକ ମାନେ ଯୋଗ ଦାନ କରିଥିବା ର ଦେଖିବାକୁ ମିଳିଥିଲା । ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ତରାସ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ ।ଅନ୍ୟ ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ ।।

ରଣପୁର ଇପିଏ ରୁ ବାଳକୃଷ୍ଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.