ବିଦ୍ୟୁତୁ ଆଘାତ ରେ ମୃତ ପରିବାର ଙ୍କ ଘର ଭିତରକୁ ଜାଞ୍ଚ କଲେ ବିଜୁଳି ବିଭାଗ ର ଉଚ ପଦସ୍ତ କର୍ମଚାରୀ

0 54

ଜଗତସିଂହପୁର ଜିଲ୍ଲା ବଣିତୋ ପଞ୍ଚାୟତ ର ବିଜୁଳି ଟ୍ରାଜେଡି ସାରା ଓଡିଶା କୁ ହତ ଚକିତ କରି ଦେବା ପରେ ଭୁବନେଶ୍ୱର କଟକ ରୁ ଉଚ ପଦସ୍ତ ଅଧିକାରୀ ମାନେ ବଣିତୋ ଗ୍ରାମ ଗ୍ରସ୍ଥ କରି ବିଜୁଳି ଦୃଘଟଣା ରେ ମୃତ୍ୟୁ ବରଣ କରିଥିବା ପରିବାର ର ଘର ଜାଞ୍ଚ କରି ଫେରି ଛନ୍ତି, ଏମାନଙ୍କ ମଧ୍ୟରେ ବିଜୁଳି କେନ୍ଦ୍ରିୟ
ଜୋନ ର ମୂଖ୍ୟ ଇଂଞିନିୟର ଶ୍ରୀ ସୁରେଶ ଚନ୍ଦ୍ର ମହାରଣା,(ସେସୁ) ଇଲେକ୍ଟ୍ରିକାଲଡିଭିଜନ କଟକ ର ଇନିସିପେକ୍ଟର ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର,ପାରାଦୀପ ଶ୍ରୀ ଅମ୍ରିତ୍ ପଟ୍ଟନାୟକ, ନିର୍ବାହି ଯନ୍ତ୍ରୀ ପାରାଦୀପ ପ୍ରଭାତ ରଞ୍ଜନ ପଣ୍ଡା , ଜୁନିୟର ମ୍ୟାନେଜର(ବିଜୁଳି) ରାହାମା ର ଶ୍ରୀବାଵୁଲାଲ ହାତି, ମନୋଜ କୁମାର ଲେଙ୍କା ସହକାରୀ ନିର୍ବାହୀ ଯନ୍ତ୍ରୀ, ସୂର୍ଯ୍ୟ କାନ୍ତ ଜେନା ସହକାରୀ ନିର୍ବହୀ ଯନ୍ତ୍ରୀ ଏବଂ ସେସୁ ର ଅନେକ କର୍ମଚାରୀ ମାନେ ଉପସ୍ଥିତ ରହି ତଦନ୍ତ ଶେଷ କରିଥିଲେ।

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.