ବିଧାୟକ ଙ୍କୁ ଖୁସି କରିବା ପାଇଁ ରାଲି ରେ ସ୍ୱାଗତ କଲେ ସରପଂଚ, ହେଲେ ଯୋଗଦେଲେନି ପଞ୍ଚାୟତ ର ଜୁବ ଓ ଛାତ୍ର ବିଜେଡି କର୍ମୀ

0 235

ଜଗତସିଂହପୁର :କୁଜଙ୍ଗ ବ୍ଲକ ଓ ତିର୍ତୋଲ ଥାନାଅଧିନ ପଣ୍ଡୁଆ ଗ୍ରାମ ପଞ୍ଚାୟତ ରେ ପାଞ୍ଚବର୍ଷ ଧରି ସରକାରୀ ଜୋଜନା କୁ ହରିଲୁଟୁ କରି ଚାଲିଥିବା ସରପଂଚ ଙ୍କ ଛାତିରେ ପଶିଛି ନିର୍ବାଚନ ଛନକା କାଳେ ଆଉ ତାକୁ ବିଜେଡି ରୁ ସରପଞ୍ଚ।ଟିକଟ ନ ମିଳିବ ସେଥିପାଇଁ ପୋଖରୀ ଉଦ୍ଘଘାଟନ ଆଳରେ ବିଧାୟକ କୁ ଆଣି କିଛି ସମର୍ଥକ ଦ୍ବାରା ରାଲି କରି ଶକ୍ତି ପ୍ରଦର୍ଶନ କରିଥିବା ବିରୋଧୀ ଜୁବ ଓ ଛାତ୍ର ବିଜେଡି କର୍ମୀ ମାନେ ଅଭିଯୋଗ କରିଛନ୍ତି।ଏ ପରିକି ନିଜ ସପଖ୍ୟରେ ଖବର ଛାପିବା ଓ ପ୍ରଶାରଣ କରିବା ଲାଗି ଅର୍ଥ କାରବାର ହୋଇ ଥିବା ଅଭିଯୋଗ ବି ହୋଇଛି ଆଗକୁ ଏହାର ଉଚିତ ଜବାବ ଦିଆଯିବ ବୋଲି ପଣ୍ଡୁଆ ଛାତ୍ର ,ମହିଳା, ଓ ଜବ ଵିଯେଡି ସଂଗଠନ ଏହା ଉପରେ ଜୋର ଦେବ ଦେଉଛି ବୋଲି ପ୍ରକାଶ କରିଛି l

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.