ବିଶ୍ଵ ଏଡ୍ସ ଦିବସ ପାଳିତ

0 6

ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ବରୁଣେଶ୍ଵର ମହାବିଦ୍ୟାଳୟ ରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇ ଯାଇଛି। ମହାବିଦ୍ୟାଳୟ ର ଅଧକ୍ଷ ବଟ କୃଷ୍ଣ ମହାପାତ୍ର ଙ୍କ ସଭାପତିତ୍ବ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗ ର ଅଧ୍ୟାପକ ମାନଙ୍କ ସମେତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ଶିକ୍ଷା, ଶୃଙ୍ଖଳା ଏବଂ ସଂଯମତା ଦ୍ଵାରା ଏଭଳି ଏକ ରୋଗକୁ ଏଡ଼ାଇ ଦିଆ ଯାଇପାରେ ବୋଲି ଅଧକ୍ଷ ଶ୍ରୀଯୁକ୍ତ ମହାପାତ୍ର ମତବ୍ୟକ୍ତ କରିଥିଲେ। ତେଣୁ ଭବିଷ୍ୟତ ରେ ଶିକ୍ଷା ଶୃଙ୍ଖଳା ଏବଂ ସଂଯମତା କୁ ଅସ୍ତ୍ର କରି ଏଡ୍ସ ମୁକ୍ତ ଭାରତ ଗଠନ କରିବାକୁ ସେ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ।

ଯାଜପୁର ଇପିଏ ରୁ ଧର୍ମେନ୍ଦ୍ର ବାରିକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.