ବେଆଇନ କଫସିରଫ ବିକ୍ରୀ

0 9

ବେଆଇନ କଫସିରଫ ବିକ୍ରୀ କରିବା ଅଭିଯୋଗରେ ପୁରୀ କୁମ୍ଭାରପଡ଼ା ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ଗିରଫ ଅଭିଯୁକ୍ତ ଖଣ୍ଡିଆବନ୍ଧ ଭୋଇସାହିର ସଞ୍ଜୟ ଭୋଇ।ତାଠାରୁ ୨୫ବୋତଲ କଫସିରଫ ଜବତ ହୋଇଛି।ଦେବୀଘାଟ ଛକଠାରେ ବେପାର କରୁଥିବାବେଳେ ପୋଲିସ ତାକୁ ଗିରଫ କରିଥିଲା।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.