ବେଡ଼ରୁଲକର୍ମଚାରୀ ଙ୍କ ଧାରଣା

0 7

ସର୍ବନିମ୍ନ ମଜୁରୀ,୨୪ ଘଣ୍ଟିଆ କାର୍ଯ୍ୟ ଦିବସ ବାତିଲ, ବକେୟା ଦରମା ପ୍ରଦାନ ଇତ୍ୟାଦି ବିଭିନ୍ନ ଦାବି ନେଇ ପୁରୀ ବେଡ଼ରୁଲକର୍ମଚାରୀ ମାନେ ସିନିଅର ସିଡିଓ ଙ୍କ କାର୍ଯ୍ୟାଳୟ ବନ୍ଦ କରି ଧାରଣାରେ ବସିଥିଲେ

l ଏହି ଧାରଣାରେ ପ୍ରାୟ ୫୦ ରୁ ଉର୍ଦ୍ଧ କର୍ମଚାରୀ ସାମିଲହେଇ ଧାରଣା ରେ ବସିବା ସହିତ ନାରାବାଜି କରିଥିଲେ l ପରେ ପରେ RPF IIC ଅନିଲ କୁମାର ସିଂ ପହଂଚି ୟୁନିଅନ ନେତା ଶ୍ରୀକାନ୍ତ ପରିଜା ଙ୍କୁ ସନ୍ତାନ ଦେଵା ସହିତ ସେମାନଙ୍କର ସମସ୍ୟା ର ସମାଧାନ କରାଯିବାନେଇ ପ୍ରତିଶୃତି ଦେଵା ପରେ ସେମାନେ ଧାରଣା ରୁ ଉଠିଥିଲେ l

ପୁରୀ ଜିଲ୍ଲା ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.