ବ୍ରହ୍ମକୁମାରି ଆଶ୍ରମ ରେ ଧୁମ ଧାମ ରେ ଜନ୍ମ ଉତ୍ସବ ପାଳିତ

0 15

ଭଦ୍ରକ ଜିଲ୍ଲା ମଠସାହି ଦକ୍ଷିଣସ୍ଵର କାଳିମନ୍ଦିର ନିକଟସ୍ଥ ବ୍ରହ୍ମକୁମାରି ଆଶ୍ରମରେ ସାମ୍ବାଦିକା ଲିପିକା ରାଉତ ଙ୍କ ଜନ୍ମ ଉତ୍ସବ ଧୁମ ଧାମରେ ପାଳିତ ହୋଇଯାଇଛି । ବ୍ରହ୍ମକୁମାରି ଆଶ୍ରମ ଏକ ଶାନ୍ତିପୂର୍ଣ୍ଣ ସ୍ଥାନ ଯେଉଁ ଠାରେ ଶାନ୍ତି ମିଳିଥାଏ ସେହି ସ୍ଥାନ ରେ ସାମ୍ବାଦିକା ଲିପିକା ରାଉତ ଙ୍କ ର ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ସେଠାରେ ଭଦ୍ରକର ଅତିରିକ୍ତ ଆରକ୍ଷି ଜତିନି ପଣ୍ଡା , ଭଦ୍ରକ ଗ୍ରାମାଞ୍ଚଳ ଥାନାଧିକାରି ଆଲୋକ ଜେନା , ତେଜ୍ୱସ୍ଵିନୀ ମହିଳା ସଂଗଠନର ଉପସଭାପତି ମନୋରମା ରାୟ ,ଚୈତାଲି ଖିଲାର , ବ୍ରହ୍ମକୁମାରୀ ମଞ୍ଜୁ ଭଉଣୀ ଏବଂ ବ୍ରହ୍ମକୁମାରୀ ସୌଭାଗ୍ୟ ଭାଇ ଙ୍କ ସଂଯୋଜଗ ରେ ସାମ୍ବାଦିକ ଗ୍ୟାନ ପାଣି , ସତ୍ୟଭୂଷଣ ସ୍ବାମୀ,ସିତାକାନ୍ତ ପାଢି ,ମନୋରଞ୍ଜନ ବାରିକ , ହରେକୃଷ୍ଣ ରଣା , ସିପିକା ରାଉତ , ପ୍ରଭାତ ନାୟକ , ରଶ୍ମିରଞ୍ଜନ ରାଉତ ଇତ୍ୟାଦି ଉପସ୍ଥିତ ଥିଲେ । ସେଠାରେ କେକ୍ କଟା ସହ ପରେ ସିଙ୍ଗର ଶୁଭ୍ର ସ୍ମିତା ରାଉତ ଗୀତ ଗାଇଥିଲେ ତାହା ଛଡ଼ା ଅନେକ ବ୍ରହ୍ମକୁମାରି , ବ୍ରହ୍ମ କ୍ରମାର ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଭଦ୍ରକ ଇପିଏ ରୁ ଲିପିକା ରାଉତଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.