ବ୍ରହ୍ମପୁର ର କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ

0 7

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଏକ କାଳୀନ ୩ଟି ସ୍ଥାନରେ ଚଢାଉ କରାଯାଇଛି l ଲୋଚପୋଡ଼ା ମେଇନ ରୋଡ଼ ଥିବା ତିନି ମୋହଲା କୋଠା, ଲିମଖଣ୍ଡି ଠାରେ ଥିବା କୋଠା ଘର, ଭଞ୍ଜନଗର ଗାମୁଣ୍ଡି ଗ୍ରାମରେ ଥିବା ଘରେ ଚଢ଼ାଉ କରାଯାଇ ନଗଦ ପାଞ୍ଚ ଲକ୍ଷ 16ହଜାର 880ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି ତଦନ୍ତ ଚାଲୁରହିଛି ଏହାର ସବିଶେଷ ତଥ୍ୟ ଆସିବା ପରେ ସ୍ପଷ୍ଟ ହେବ ଆୟବହିର୍ଭୂତ ସମ୍ପତ୍ତିର ତାଲିକା।

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.