ଭଦ୍ରକ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଭଦ୍ରକର ଚରମ୍ପା ସ୍ଥିତ ହାପିହୋମ ସ୍କୁଲ ଠାରେ ରକ୍ତଦାନ ଶିବିର ଉଦଘାଟିତ

0 4

ଭଦ୍ରକ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଭଦ୍ରକ ର ଚରମ୍ପା ସ୍ଥିତ ହାପିହୋମ ସ୍କୁଲ ଠାରେ ରକ୍ତଦାନ ଶିବିର ଉଦଘାଟିତ ହୋଇ lଜିଲ୍ଲାପାଳ ତ୍ରିଲୋଚନ ମାଝି ମୁଖ୍ୟଅତିଥିଭାବେ ଯୋଗ ଦେଇଥିଲେ ରକ୍ତଦାନ ଶିବିର କୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ lସର୍ବପ୍ରଥମେ ଯୁବ ଯାଦବ ସଭାପତି ରବି ନାରାୟଣ ଖିଲାର ରକ୍ତଦାନ କରିଥିଲେ lଏହି ଅବସରରେ ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇଂ ପ୍ରଦୀପ ବେହେରା, ଜିଲ୍ଲା ସଭାପତି ସୁଧାଂଶୁ ନାୟକ, ଯୁବ ସଭାପତି ରବି ନାରାୟଣ ଖିଲାର, ଯୁବ ରାଜ୍ୟ ସମ୍ପାଦକ ଅମର ନାୟକ, ଜିଲ୍ଲା ସମ୍ପାଦକ ଦିଲୀପ ନାୟକ, ଯୁବ ସମ୍ପାଦକ ସନ୍ତଦାସ, କୃଷ୍ଣ ଚନ୍ଦ୍ର ବେହେରା, କୁଳମଣି ବେହେରା, ହରିଶ ବାରିକ, କୃଷ୍ଣ ଚନ୍ଦ୍ର ମହାକୁଡ଼, ଭାଗିରଥି ପଳେଇ, ସଞ୍ଜିବ ନାୟକ ପ୍ରମୁଖ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି ରକ୍ତଦାନ ଶିବିର ରେ ପ୍ରାୟ 100ରୁ ଉର୍ଦ୍ଧ ରକ୍ତଦାନ କରିଥିଲେ l

ଭଦ୍ରକ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.