ଭଦ୍ରକ ବସ ଷ୍ଟାଣ୍ଡ ସିଣ୍ଡିକେଟ ର ବିଶ୍ୱ କ୍ରର୍ମା ପୂଜା ଉପଲକ୍ଷେ ନିଡ଼ାମ୍ବର ରେ ପାଳିତ

ଭଦ୍ରକ ବସଷ୍ଟାଣ୍ଡ ସିଣ୍ଡିକେଟ ରେ ବିଶ୍ୱ କ୍ରର୍ମା ଉପଲକ୍ଷେ ମାଲିକ ମାନେ ନିଡ଼ାମ୍ୱର ଭାବରେ ପାଳନ କରନ୍ତି, କୋଭିଡ କଟକଣା ଅନୁଯାଇ । ଗତ ଦୁଇ ବର୍ଷ ହେବ ମହାମାରି କରୋନା ସଂକ୍ରମଣ ପାଇଁ ଖାଲି ମୂର୍ତ୍ତି ପୂଜା କରାଯାଇଛି । ଚଳିତ ବର୍ଷ ମଧ୍ୟ ପ୍ରାୟ ୪୦ ଜଣ ମାଲିକ କୋଭିଡ଼ କଟକଣା ମଧ୍ୟ ରେ ପାଳନ କରିଛନ୍ତି ଏହି ବିଶ୍ୱ କ୍ରର୍ମା ପୂଜା । ସଭାପତି ୰ଅବଦୁଲ ରଫଙ୍କ ମୃତ୍ୟୁ ପରେ ଉପସଭାପତି ଗଗନ ବିହାରି ରାଉତ ଦାୟିତ୍ଵ ତୁଲାଇଛନ୍ତି। ଯୁଗ୍ମ ସମ୍ପାଦକ ପାର୍ଥ ସାରର୍ଥି ମହାପାତ୍ର,ସ୍ଵାମ ସୁନ୍ଦର ନାୟକ, ସହ ସମ୍ବାଦକ ପ୍ରଫୁଲ କର,କୃଷାଦକ୍ଷ ଦିଲିପୀ ମହା ନାୟକ ଙ୍କ ସଂଯଯୋଗ ରେ ଆଜି ଅନ୍ୟ ମାନ ଙ୍କ ଭିତରେ ସେକ୍ ଇଲିଆସ,ଦୁର୍ଗାପ୍ରସାଦ ପାଳକ , ଅମିୟ ମହାନ୍ତି , ପର୍ଶୁରାମ ପାଢି , ସେକ ରାଜୁ ,ସେକ ସାହିଁ ସା , ରାମ ଦାସ , ସୋମ ନାଥ ସାହୁ, ଅଭୟ ପାଢ, ଦି ପକ ନାୟକ , ମିଲିଟନ ଲାହା ,ବିଶ୍ଵଜିତ ସାହୁ , ରବି ପଣ୍ଡା , ତା ପସ ପଣ୍ଡା , କୁନା ପରିଡ଼ା , ସେକ୍ ରିଙ୍କୁ ‘ସେକ ଲାଲୁ , ନିର୍ମଳ କର ଉପସ୍ଥିତ ଥିଲେ । ଦିର୍ଘ ୪୦ ବର୍ଷ ଧରି ଏହି ଅନୁଷ୍ଠାନରେ ଧୁମଧାମ ରେ ଭଦ୍ରକ ବନ୍ତ ଛକ ନିକଟ୍ ରେ ପାଳିତ ହୋଇଥାଏ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ ଯାହା ସଭାପତି କହିଛନ୍ତି।
ଭଦ୍ରକ ଇପିଏରୁ ଲିପିକା ରାଉତଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି