ଭାରତର ମିଲ୍କ ମ୍ୟାନଙ୍କ ୧୦୦ ବର୍ଷ ଜନ୍ମ ଜୟନ୍ତୀ ଉପଲକ୍ଷେ ବାଲୁକା କଳା

0 9

Dr . Kurien (Milkman of India) ଙ୍କ ୧୦୦ ତମ ଜନ୍ମ ବାର୍ଷିକ ଓ ଅମୁଲ (ଯାହା କି ୭୫ତମ ବର୍ଷ ଦୁଗ୍ଧ ଏବଂ ଉନ୍ନତି ର ଦିବସ କୁ ପାଳନ କରୁ ଅଛି l ଏହି ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ରଞ୍ଜନ କୁମାର ଗାଙ୍ଗୁଲି ଙ୍କ ଦ୍ୱାରା ପୁରୀ ସହରର ସମୁଦ୍ର ବେଳାଭୂମିରେ ବାଲୁକା କଳା ନିର୍ମିତ ହୋଇଅଛି. ଅମୁଲ ର ଭୁବନେଶ୍ୱର ର ଶାଖା ସଂଚାଳକ ଶ୍ରୀ ସୁଭାଶିଷ ରାଉତ ତଥା ଶାଖା ର ଅନ୍ୟ ସହଯୋଗୀ ମାନେ ଏବଂ ଅମୁଲ ର ପୁରୀ ଡିଷ୍ଟ୍ରିବୁଟର ଶ୍ରୀ ବିଜୟ କୁମାର ସୁବୁଧି ମିଳିତ ଉଦ୍ୟମ ରେ ଏହା ଅନୁଷ୍ଠିତ ହୋଇଛି l

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.