ଭାରସମ୍ୟ ହରାଇ ଦୃଘଟଣା ଘଟା ଇଲା ଦିବେଦୀ ବସ

0 3

ବସ ଟି କଟକରୁ ନରସିଂହପୁର ଜିଲିଣ୍ଡା ଯାଉଥିଲାବେଳେ ନରସିଂହପୁର ବ୍ଲକ ଘଣ୍ଟା ପଡ଼ା ନିକଟରେ ଭାରସାମ୍ୟ ହରାଇ ବାମପଟେ ଯାଉ ଥିବା ଜଣେ ବ୍ୟକ୍ତି ଙ୍କୁ ମାଡ କରିଥିଲା ଘଟଣା ସ୍ଥଳରୁ ତାଙ୍କୁ ସଙ୍ଗେ ସଙ୍ଗେ ନରସିଂହପୁର ଗୋଷ୍ଠୀ ସ୍ଵତ୍ସ୍ତ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି ବସ ଟିରେ ୧୨ ଜଣ ବ୍ୟକ୍ତି ଙ୍କ ମଧ୍ୟରୁ ୬ ଜଣ ସାମାନ୍ୟ ଆହତ ହୋଇ ଥିବା ସୂଚନା ମିଳିଛି ତେବେ କେଉଁ କାରଣ ରୁ ଏହି ବସ ଟି ଦୃଘଟଣା ଘଟି ଛି ତାହା ଏପଯ୍ୟନ୍ତ ଜଣ ପଡ଼ିନାହିଁ. ଘଟଣା ସ୍ଥଳରେ ପୋଲିସି ପହଂଚି ଛି l

ଇପିଏ ରୁ ତପନ କୁମାର ସେଠ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.