ଭାସିଗଲେ ଦୁଇ ପର୍ଯ୍ୟଟକ

0 22

ପୁରୀ ରେ ସମୁଦ୍ର ସ୍ନାନ ବେଳେ ଅଘଟଣ।ଭାସିଗଲେ ଦୁଇ ପର୍ଯ୍ୟଟକ। ଚକ୍ରତୀର୍ଥ ରୋଡ ହୋଟେଲ ପିଙ୍କ ହାଉସ ପଛପଟ ଓ କାମେଲିଆ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିଲେ ଦୁଇଜଣ ପର୍ଯ୍ୟଟକ। ତେବେ ଲହଡି ରେ ଭାରସାମ୍ୟ ହରାଇ ଦୁଇ ପର୍ଯ୍ୟଟକ ବୁଡି ଯାଇ ଥିବା ଜଣାପଡିଛି।ଏହି ଦୁଇ ପର୍ଯ୍ୟଟକ ହେଲେ ସଂଜୁ ଭଟ ଚାର୍ୟ ଓ ଅନୁପମ ମଣ୍ଡଳ। ଅଗ୍ନିଶମ ବିଭାଗ ପକ୍ଷରୁ ଗୁରୁତର ଅବସ୍ଥାରେ ସଂଜୁଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତି କରାଯାଇଛି।ଅନୁପମ ମୃତୁବର୍ଣ କରିଛନ୍ତି। ହୋଟେଲ କାମେଲିଆ ସମ୍ମୁଖ ବେଳାଭୂମିରେ ପର୍ଯ୍ୟଟକ ଜଣକ ସ୍ନାନ କରୁଥିବା ବେଳେ ତାଙ୍କ ପରିଚୟ ମିଳି ପାରି ନାହିଁ।ଅନ୍ୟ ଜଣେ ପର୍ଯ୍ୟଟକ ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଇପିଏରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.