ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସଙ୍କ ନିଆରା ଭେଟି

0 5

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ୭୫ ତମ ଜନ୍ମଦିନ । ଏହି ଅବସର ରେ ବିଭିନ୍ନ ମହଲ ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଜନ୍ମଦିନ ର ଶୁଭେଚ୍ଛା ର ସୁଅ ଛୁଟି ବାରେ ଲାଗିଛି। ସେପଟେ ପୁରୀ ର ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ଏକ ସ୍ୟାଣ୍ଡ ଆନିମେସନ କରି ମୁଖ୍ୟମନ୍ତ୍ରୀ ଙ୍କୁ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇ ଛନ୍ତି। ଏକଘଣ୍ଟା 20 ମିନିଟ ସମୟ ନେଇ ଏହି ସୁନ୍ଦର ସ୍ୟାଣ୍ଡ ଆନିମେସନ ଟି ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ କରିଛନ୍ତି। ମହାପ୍ରଭୁଙ୍କ କୃପା ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘାୟୁ ଓ ସୁସ୍ଥ ରୁହନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.