ମନ୍ତ୍ରୀ ଦିବ୍ୟଶଙ୍କର ବୁଲିଲେ ତାଙ୍କ ନିର୍ବାଚନ ମଣ୍ଡଳୀ

0 252

ମମିତା ମେହେର ହତ୍ୟା ଅପରାଧୀ ସହ ସମ୍ପୃକ୍ତି ବିବାଦ ପରେ ଆଜି ଜୁନାଗଡ଼ ଗସ୍ତ କରିଛନ୍ତି ମାନ୍ୟବର ଶକ୍ତି,ଶିଳ୍ପ ଏମ୍.ଏସ.ଏମ୍.ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ଜୁନାଗଡ଼ ର ଯୁବଗୋଷ୍ଠୀ, ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ଏବଂ ଶତାଧିକ ମହିଳା ମାନେ ଭବ୍ୟସ୍ୱାଗତ କରିଥିଲେ |

କିଛି ଦିନ ମନ୍ତ୍ରୀଙ୍କ ନାମରେ ବିଭିନ୍ନ ଆରୋପ ଲଗାଇ ବିରୋଧୀ ଦଳ ଏହି ଘଟଣାକୁ ରାଜନୀତିକରଣ କରି ଇସ୍ତଫା ଓ ବରଖାସ୍ତ ଦାବି ନେଇ ପ୍ରଦର୍ଶନ ଜାରି ରଖିଥିଲେ। କିନ୍ତୁ ସମସ୍ତ କଳ୍ପନା ଜଳ୍ପନା କୁ ପଛରେ ପକାଇ କ୍ୟାପଟେନ ପ୍ରେସ ବିବୃତ୍ତି ଜାରି କରିବାସହ ନିଜ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ ଗସ୍ତ କରି ଜନତାଙ୍କ ଶ୍ରଦ୍ଧା, ଆଶୀର୍ବାଦ ଓ ବିଶ୍ୱାସ ତାଙ୍କ ଉପରେ ଅତୁଟ ରହିଥିବା ପ୍ରମାଣ କରିବାକୁ ସଫଳ ହୋଇଛନ୍ତି ।

କଳାହାଣ୍ଡି ଇପିଏ ରୁ ଵିଦ୍ୟାଧର ସାହୁଙ୍କ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.